ଚଳିତ ଖରିଫ ଋତୁରୁ ୪ ଜିଲ୍ଲାରେ ଡିଜିଟାଲ ଫସଲ ସର୍ଭେ

ଚଳିତ ଖରିଫ ଋତୁରେ ରାଜ୍ୟର ୪ଟି ଜିଲ୍ଲା ନୟାଗଡ଼,ଭଦ୍ରକ, ନୂଆପଡ଼ା ଓ ଦେବଗଡ଼ରେ ଡିଜିଟାଲ ଫସଲ ସର୍ଭେ କରାଯିବ ।

crop survey PhotoOR

ଚାଷ ଜମି

Ordigital Desk
  • Published: Wednesday, 12 July 2023
  • Updated: 12 July 2023, 10:32 PM IST

Sports

Latest News

ଚଳିତ ଖରିଫ ଋତୁରେ ରାଜ୍ୟର ୪ଟି ଜିଲ୍ଲା ନୟାଗଡ଼,ଭଦ୍ରକ, ନୂଆପଡ଼ା ଓ ଦେବଗଡ଼ରେ ଡିଜିଟାଲ ଫସଲ ସର୍ଭେ କରାଯିବ । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶା ସମେତ ୧୦ଟି ରାଜ୍ୟରେ ପାଇଲଟ୍ ପ୍ରକଳ୍ପ ଭାବେ ଡିଜିଟାଲ ଫସଲ ସର୍ଭେ ଚଳିତ ଖରିଫ ଋତୁରୁ ଆରମ୍ଭ ହେବ ।

ଏହି ସର୍ଭେ ରିପୋର୍ଟ ଆଧାରରେ ଓଡ଼ିଶା ସରକାର ଆସନ୍ତା ୨୦୨୪-୨୫ କୃଷି ବର୍ଷରୁ ସମଗ୍ର ରାଜ୍ୟରେ ଡିଜିଟାଲ ଫସଲ ସର୍ଭେ କାର୍ଯ୍ୟକାରୀ କରିବେ ବୋଲି ଜଣାପଡ଼ିଛି । ଏହି ଡିଜିଟାଲ ଫସଲ ସର୍ଭେ ପାଇଁ ଆଜି ତହସିଲସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି ।

Also Read

କୃଷି ଭବନରେ ଆୟୋଜିତ ଏହି ଡିଜିଟାଲ ଫସଲ ସର୍ଭେ ସମ୍ବନ୍ଧୀୟ କର୍ମଶାଳାରେ ୧୫୦ଜଣ ପ୍ରଶିକ୍ଷକଙ୍କୁ ସଫଳ ଡିଜିଟାଲ ସର୍ଭେ ପରିଚାଳନା ଦିଗରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦିଆଯାଇଛି । ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯାଂଚ ହୋଇଥିବା ଜମିରେ ପ୍ରତ୍ୟେକ ଫସଲ ଋତୁରେ ଚାଷ କରାଯାଇଥିବା ପ୍ଲଟସ୍ତରୀୟ ଫସଲକୁ ଆକଳନ କରିବା ଓ ଜିଓ ଟ୍ୟାଗ୍ ହୋଇଥିବା ପ୍ଲଟଗୁଡ଼ିକର କ୍ଷେତ୍ରସ୍ତରୀୟ ପରିଦର୍ଶନ ମାଧ୍ୟମରେ ତଥ୍ୟକୁ ପ୍ରାମାଣିକ କରିବା ।

ଏହାସହିତ ଜମିର ସୀମା ଭିତରୁ ପ୍ରତ୍ୟେକ ଚାଷଜମି ପ୍ଲଟର ଫସଲ ସୂଚନା ସଂଗ୍ରହ କରିବାରେ ଡିଜିଟାଲ ଫସଲ ସର୍ଭେ ପ୍ରଣାଳୀ ସକ୍ଷମ ହେବ । ଗ୍ରାମାଂଚଳରେ ନିୟୋଜିତ ହେବାକୁ ଥିବା ସର୍ବେକ୍ଷକ ଗୋଟିଏ ମୋବାଇଲ ଆପ୍ଲିକେସନର ଉପଯୋଗ କରି କ୍ଷେତ୍ରସ୍ତରରେ ଡିଜିଟାଲ ଫସଲ ସର୍ଭେ କରିପାରିବେ । ଏହି ଡିଜିଟାଲ ସର୍ଭେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ଓ ବ୍ଲକସ୍ତରର କୃଷି ଓ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମୋବାଇଲ ଆପ୍ଲିକେସନରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଏହି କର୍ମଶାଳାକୁ କୃଷି ସଚିବ ଅରବିନ୍ଦ ପାଢ଼ୀ ଉଦଘାଟନ କରିଥିବାବେଳେ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଓ ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story