ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ହୋଇଛି ସ୍ୱତନ୍ତ୍ର ଆୟୋଜନ । ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସ୍ୱାଧୀନତା ଦିବସ ଲାଗି ସଜେଇ ହୋଇଛି ମହାତ୍ମା ଗାନ୍ଧି ମାର୍ଗ । ନୂଆ ବୋହୂ ରୂପ ନେଇଛି ରାଜଧାନୀ ଭୁବନେଶ୍ୱର। ସବୁଠି ସୁନ୍ଦର ଆଲୋକ ମାଳାରେ ସଜା ଯାଇଛି । ନୀଳ ନାଲି ଆଲୁଅରେ ଝଟକୁଛି ରାଜଧାନୀ। ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା, ପୋଲିସ କମିଶନରେଟ ମୁଖ୍ୟାଳୟ ସଜେଇ ହୋଇଛି । କୃଷି ଭବନ, ଲୋକ ସଂପର୍କ ଭବନ ଏବଂ ରାସ୍ତାଘାଟକୁ ମଧ୍ୟ ଆଲୋକରେ ସଜେଇ ହୋଇଛି ।
Also Read
ଗତକାଲି ସନ୍ଧ୍ୟାରେ ଏଥିପାଇଁ ଛକ ଛକରେ ଭିଡ ଦେଖିବାକୁ ମିଳିଥିଲା । ସୁନ୍ଦର ଆଲୋକମାଳା ଦେଖି କିଏ ଫଟୋ ଉଠାଉ ଥିଲା ତ ଆଉ କିଏ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ସରକାର
ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଦସ୍ୟ ରହିବେ। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ପ୍ରମୁଖ ଟାସ୍କଫୋର୍ସ ସଦସ୍ୟ ରହିବେ।
Miscellaneous
ଶ୍ରୀମନ୍ଦିରରେ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା; ଆସିଲା ସମ୍ଭାବ୍ୟ ଡିଜାଇନ୍
ଏଥିରେ ମହିଳା ଓ ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ସାଧାରଣ ଲୋକଙ୍କ ପାଇଁ ଅଲଗା ଅଲଗା ଲାଇନ୍ ରହିବ। ବ୍ୟାରିକେଡ୍ ବ୍ୟବସ୍ଥା ସାତ ପାହାଚ ନିକଟରୁ ଆରମ୍ଭ ହେବ।
Miscellaneous
ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ, ସଂଶୋଧନ ହେବ ରେରା ଆଇନ
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ। ଆଲୋଚନା ପାଇଁ ଆମେ ନଗର ଉନ୍ନୟନ ବିଭାଗକୁ ଡାକିଛୁ । ଆଇନରେ କଣ ସଂଶୋଧନ ଆବଶ୍ୟକ, ମୋ ବିଭାଗ କଥା ହେବ ବୋଲି କହିଛନ୍ତି ମନ୍ତ୍ରୀ।
Miscellaneous
ଦୁର୍ଗା ପୂଜା ଭସାଣି ପାଇଁ ଟ୍ୱିନ ସିଟିରେ ଟ୍ରାଫିକ କଟକଣା; ଜାଣନ୍ତୁ, କେଉଁ ରୁଟ୍ରେ ଯିବେ
ଭୁବନେଶ୍ୱର ଓ କଟକରେ ଭସାଣି ପାଇଁ କଟକଣା ଜାରି ହୋଇଛି। ଦିନ ୩ଟାରୁ ଭସାଣି ଶେଷ ହେବା ଯାଏ ଏହି କଟକଣା ବଳବତ୍ତର ରହିବ।