କୁଆଡୁ ଆସୁଛି ଏତେ ଟଙ୍କା ?

କେନ୍ଦ୍ରାପଡ଼ା ଆଳିରେ ରହସ୍ୟମୟ ଘଟଣା । ଆଜିକୁ ୨ ଦିନ ହେଲା, ଅଜଣା ସୂତ୍ରରୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି । 

Manoj Swain
  • Published: Friday, 08 September 2023
  • Updated: 08 September 2023, 07:07 PM IST

Sports

Latest News

ଯଦି ହଠାତ ଆପଣଙ୍କ ଆକାଉଣ୍ଟକୁ କୌଣସି ବେନାମୀ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଆସିଯାଏ । ତାହେଲେ ଆପଣ କଣ କରିବେ ? କେନ୍ଦ୍ରାପଡ଼ା ଆଳିରେ ରହସ୍ୟମୟ ଘଟଣା । ଆଜିକୁ ୨ ଦିନ ହେଲା, ଅଜଣା ସୂତ୍ରରୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos