ବେଳାଭୂମିରେ ଜମିବ ମଦ ଆସର। ମାତାଲ ହେବେ ପର୍ଯ୍ୟଟକ, ସରକାରଙ୍କୁ ମିଳିବ ମୋଟା ଅଙ୍କର ରାଜସ୍ୱ । ମାତାଲ ପରେ ସମୁଦ୍ରକୂଳରେ ଚାଲିବ ଆତଙ୍କରାଜ। ଅସୁରକ୍ଷିତ ବେଳାଭୂମି ହେବ କ୍ରାଇମର ହଟସ୍ପଟ । ଏମିତି କିଛି ପୂର୍ବାନୁମାନ କରି ସମୁଦ୍ରକୂଳରେ ମଦ କୁଡିଆ ଯୋଜନାକୁ ସବୁ ଆଡୁ ଜବରଦସ୍ତ ବିରୋଧ କରାଯାଇଛି । ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ସିଆଇସି ପାଇଁ ବିଜ୍ଞପ୍ତି: କେବେ ପୂରଣ ହେବ ଓଇଆରସି ଅଧ୍ୟକ୍ଷ, ଲୋକାୟୁକ୍ତ ଓ ରାଜ୍ୟ ନିର୍ବାଚନ ଆୟୁକ୍ତ ପଦବୀ
ରାଜ୍ୟ ଲୋକାୟୁକ୍ତ ଗତ ପ୍ରାୟ ୬ମାସ ଧରି ଅଚଳ ହୋଇପଡ଼ିଛି । ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଓ ସଦସ୍ୟ ଜଷ୍ଟିସ ବିକେ ନାୟକ ୨୦୨୪ ମାର୍ଚ୍ଚରେ ଅବସର ନେବାପରେ ଅନ୍ୟ ଦୁଇ ସଦସ୍ୟ ଦେବବ୍ରତ ସ୍ୱାଇଁ ଏପ୍ରିଲ ୪ରେ ଓ ଆରପି ଶର୍ମା ଅଗଷ୍ଟ ୮ରେ ଅବସର ନେଇଛନ୍ତି ।
Miscellaneous
ଆହାର କେନ୍ଦ୍ରରେ ଲୋକଙ୍କ ସହିତ ଖାଇଲେ ରାଜସ୍ୱ ମନ୍ତ୍ରୀ
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ୱଲପୁର ଗସ୍ତରେ ଯାଇଥିଲେ। ସେ ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଜେଲ୍ ରୋଡ୍ରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ। ସାଥୀରେ ଥିଲେ ନିଜ କର୍ମଚାରୀ।
Miscellaneous
ପାର୍ବଣରେ ବାଜିବ ଡିଜେ; କିନ୍ତୁ ଧୀରେ
କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମସି) ଉପରେ ବର୍ଷିଛନ୍ତି ଓଡିଶା ହାଇକୋର୍ଟ। ଭୁଲ ରିପୋର୍ଟ ଦେଲେ ଅଦାଲତ ଅବମାନନା ମାମଲାର ସାମ୍ନା କରିବାକୁ ପଡିବ ବୋଲି କୋର୍ଟ ସିଏମସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଶୁଣାଇଛନ୍ତି।
Miscellaneous
ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ
NTCA ରିପୋର୍ଟ ଅନୁସାରେ ୨୦୨୨ରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୫୬୮ଟି କଲରାପତରିଆ ରହିଥିଲେ। ୨୦୧୮ରେ କଲରାପତରିଆ ସଂଖ୍ୟା ଥିଲା ୭୬ ଥିଲା।
Miscellaneous
BMCର ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ମନା
ପେଣ୍ଡାଲ୍ ନିକଟରେ ଡଷ୍ଟବିନ୍ ରହିବ। ଅଳିଆ ନେବାକୁ ଦିନକୁ ଦୁଇ ଥର ଗାଡ଼ି ଯିବ। ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ୍ ହେବ।