Advertisment

ଅସୁରକ୍ଷିତ ମେଘନାଦ ପାଚେରି !

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି।

author-image
Manoj Swain

ଶ୍ରୀମନ୍ଦିର ପ୍ରତି ଅଛି କି ବିପଦ ? କାରଣ ମେଘନାଥ ପାଚେରୀରେ ଦେଖାଦେଇଥିବା ଫାଟକୁ ନେଇ ଏବେ ଏମିତି କିଛି ସନ୍ଦେହ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Puri Shreemandir Meghanada Pacheri