ରାଜ୍ୟରେ ଏ ଦୁର୍ଦ୍ଦିନ ବି ଦେଖିବାର ଥିଲା ?

  • Published: Sunday, 17 September 2023
  • , Updated: 17 September 2023, 08:19 PM IST

ନଦୀ ଡେଇଁଲେ ମଶାଣି, ଶବ ସତ୍କାର ହେବ କେମିତି ? ଏ ଦୃଶ୍ୟ ଯେତିକି ହୃଦୟ ବିଦାରକ ତାଠୁ ବି ବେଶୀ ଆଶ୍ଚର୍ଯ୍ୟ ଜନକ। ଜୀବନକୁ ବାଜି ଲଗାଇ ଭରା ନଈ ଭିତରେ ପଶି ଏକ ତାର ସାହାଯ୍ୟରେ ଶବକୁ ପାର କରାଉଥିବା ବେଳେ ଦୁର୍ଭାଗ୍ୟକୁ ତାର ବି ଛିଣ୍ଡିଗଲା । ଏମିତିକି ସ୍କୁଲ ଓ କଲେଜ ପିଲା ମଧ୍ୟ ବର୍ଷା ଦିନ ଆସିଲେ ଜୀବନକୁ ବାଜି ଲଗାଇ ନଦୀ ପାରି ହୋଇଥାନ୍ତି ।

Related story