କଲ୍ୟାଣସିଂହପୁର ଥାନା ଘେରିଲେ ଶତାଧିକ ଡଙ୍ଗରିଆ

ମାଓବାଦୀ ସନ୍ଦେହରେ ୨ ଡଙ୍ଗରିଆଙ୍କୁ ପୁଲିସ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କରାଯାଇଛି।

Protest

କଲ୍ୟାଣସିଂହପୁର ଥାନା ସମ୍ମୁଖରେ ଡଙ୍ଗରିଆଙ୍କ ବିକ୍ଷୋଭ

Jitendra Garnayak
  • Published: Sunday, 06 August 2023
  • Updated: 06 August 2023, 02:13 PM IST

Sports

Latest News

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଘେରିଲେ ଶତାଧିକ ଡଙ୍ଗରିଆ। ନିୟମଗିରି ଡଙ୍ଗରିଆ ଅଞ୍ଚଳର ଶତାଧିକ ଲୋକ କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି। ମାଓବାଦୀ ସନ୍ଦେହରେ ୨ ଡଙ୍ଗରିଆଙ୍କୁ ପୁଲିସ ଉଠାଇ ନେବା ପ୍ରତିବାଦରେ ଥାନା ଘେରାଉ କରାଯାଇଛି।

Also Read

ନିୟମଗିରି ପାହାଡ଼ ଅଞ୍ଚଳ ପାରସାଳୀ ପଞ୍ଚାୟତ ପଟାଙ୍ଗପଦର ଗାଁର କୃଷ୍ଣ ଶିକକା ଓ ବାରି ଶିକକାଙ୍କୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଉଠାଇ ନେଇଥିଲା ପୁଲିସ। ଉଭୟଙ୍କୁ ତୁରନ୍ତ ଛାଡିବା ଦାବିରେ ନିୟମଗିରି ସୁରକ୍ଷା ମଞ୍ଚ ସଭାପତିଙ୍କ ନେତୃତ୍ବରେ ଶତାଧିକ ଡଙ୍ଗରିଆ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଥାନା ଫାଟକ ଆଗରେ ନାରାବାଜି କରି ଘେରାଉ କରିଛନ୍ତି। ଉତ୍ତେଜନା ଆଶଙ୍କାରେ ଘଟଣାସ୍ଥଳରେ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story