ବହୁ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ନିଜ କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତିଶ୍ରୁତି ରକ୍ଷା କରି ସେ ପଠାଇଛନ୍ତି ଚିଠି। ରାଜ୍ୟର ସେହି ସବୁ ଚିତ୍ରକରଙ୍କ ନିକଟକୁ ମୋଦି ଚିଠି ପଠାଇଛନ୍ତି, ଯେଉଁମାନଙ୍କଠାରୁ ସେ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ପ୍ରକାରର ଚିତ୍ର ଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
କ୍ୟାବିନେଟ୍ ବୈଠକ: ବିଜେଡି ଶୈଳୀରେ ଚାଲିଥିଲା ୧୦ମାସ, ଏବେ ‘ରୁଲସ୍ ଅଫ ବିଜିନେସ’କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
କ୍ୟାବିନେଟ୍ ବୈଠକ ଓ ଏଜେଣ୍ଡା ପ୍ରସ୍ତୁତି ଆଦିକୁ ନେଇ ‘ରୁଲସ୍ ଅଫ ବିଜିନେସ୍’ର ତୃତୀୟ ଖଣ୍ଡରେ ଥିବା ପ୍ରାବଧାନକୁ ପୁଣିଥରେ କଡ଼ାକଡ଼ି ପାଳନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

Miscellaneous
ସରକାରଙ୍କ ୟୁ-ଟର୍ଣ୍ଣ: ପୁଣି ଥଇଥାନ ହେବେ ରିଟାର୍ଡ ଅଫିସର, ୮ମାସ ବି ତିଷ୍ଠିଲାନି ନିର୍ଦ୍ଦେଶନାମା
ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ୨୦୨୪ ସେପ୍ଟେମ୍ବର ୧୨ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ରିଟାର୍ଡ ଅଫିସର ଓ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ କଟକଣା ଜାରି କରିଥିଲେ ।

Miscellaneous
କିନ୍ନରଙ୍କ ପାଇଁ କଲ୍ୟାଣ ବୋର୍ଡ ଗଢ଼ିଲେ ମୋହନ ସରକାର: ମନ୍ତ୍ରୀ ରହିଲେ ଅଧ୍ୟକ୍ଷ
ରାଜ୍ୟରେ ମୋଟ ୨୦୩୩୨ଜଣ କିନ୍ନର ସମୁଦାୟର ବ୍ୟକ୍ତି ରହୁଛନ୍ତି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି।

Miscellaneous
କ୍ୟାବିନେଟ୍ ନିଷ୍ପତ୍ତି : ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ୧୧.୨୫% ସଂରକ୍ଷଣ
ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟର ସାମାଜିକ ଓ ଆର୍ଥକ ପଛୁଆ ବର୍ଗ(ଏସଇବିସି)ଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Miscellaneous
ଅସିତ୍ ମହାପାତ୍ର ଓରେରା ଅଧ୍ୟକ୍ଷ,୨ ନୂଆ ସଦସ୍ୟ ନିଯୁକ୍ତ
ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାରତୀୟ ରାଜସ୍ୱ ସେବାର ଅବସରପ୍ରାପ୍ତ ଅଫିସର ଅସିତ୍ କୁମାର ମହାପାତ୍ରଙ୍କୁ ଓରେରା ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।