Advertisment

ଆର୍‌. ସନ୍ଥଗୋପାଳନ ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ

ଆର୍‌. ସନ୍ଥଗୋପାଳନ ହେଉଛନ୍ତି ୨୦୦୧ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍‌ ଅଫିସର।

author-image
Jitendra Garnayak
R Santhagopalan

R Santhagopalan

ଆର୍‌. ସନ୍ଥଗୋପାଳନ ଓଡ଼ିଶାର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ୨୦୦୧ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍‌ ଅଫିସର। ତାଙ୍କର ଏହି ନୂଆ ନିଯୁକ୍ତି ନେଇ ଭାରତୀୟ ନିର୍ବାଚନ କମିଶନ (ECI) ରୁ ଚିଠି ଆସିଛି।

Advertisment

ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସ୍ଥାନରେ ଆର୍‌. ସନ୍ଥଗୋପାଳନଙ୍କୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।ନିକୁଞ୍ଜ ବିହାରୀ ଧଳ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି। 

Eci