ବାଘ ସୁରକ୍ଷା ଚିନ୍ତା: ସଶସ୍ତ୍ର ପୁଲିସ ଫୋର୍ସଙ୍କୁ ନେଇ ଗଠନ ହେଲା ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ

ଏହି ଟାସ୍କ ଫୋର୍ସରେ ରହିବେ ୧୦୦ ସଶସ୍ତ୍ର ପୁଲିସ କନଷ୍ଟେବଳ। ଏଥିରେ ୩ ରେଞ୍ଜ ଅଫିସର, ୬ ଫରେଷ୍ଟରଙ୍କ ସହ ୮୧ଜଣ ଫରେଷ୍ଟ ଗାର୍ଡ ମଧ୍ୟ ସାମିଲ ହେବେ। 

Tiger

representational image

Niranjan Mishra
  • Published: Wednesday, 02 August 2023
  • Updated: 02 August 2023, 03:37 PM IST

Sports

Latest News

ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବନ ବିଭାଗର ବଡ଼ ପଦକ୍ଷେପ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ (JTF)। ଏହି ଟାସ୍କ ଫୋର୍ସରେ ରହିବେ ୧୦୦ ସଶସ୍ତ୍ର ପୁଲିସ କନଷ୍ଟେବଳ। ଏଥିରେ ୩ ରେଞ୍ଜ ଅଫିସର, ୬ ଫରେଷ୍ଟରଙ୍କ ସହ ୮୧ଜଣ ଫରେଷ୍ଟ ଗାର୍ଡ ମଧ୍ୟ ସାମିଲ ହେବେ। ସଶସ୍ତ୍ର ଶିକାରୀଙ୍କୁ ରୋକିବାରେ ବଡ଼ ଦାୟିତ୍ୱ ତୁଲାଇବ ଏହି ଟିମ।

ବାରିପଦା RCCF ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିବେ। ବାରିପଦା, କରଞ୍ଜିଆ, ରାଇରଙ୍ଗପୁର DFOଙ୍କ ସମେତ ଶିମିଳିପାଳ ନର୍ଥ ଡିଭିଜନର ଡେପୁଟି ଡାଇରେକ୍ଟର, ମୟୂରଭଞ୍ଜର ଅତିରିକ୍ତ SP କିମ୍ବା DSP ରାଙ୍କର ପୁଲିସ ଅଧିକାରୀ, ଶିମିଳିପାଳ ସାଉଥ ଜୋନର ACF ଏଥିରେ ପ୍ରମୁଖ ସଦସ୍ୟ ରହିଛନ୍ତି।

Also Read

ଶିମିଳିପାଳ ହେଉଛି ମହାବଳ ବାଘଙ୍କ ଉତ୍ତମ ପ୍ରଜୋଜନ ସ୍ଥାନ। ହେଲେ ଶିମିଳିପାଳ ଅଭୟାରଣ୍ୟରେ କମୁଛି ବାଘଙ୍କ ସଂଖ୍ୟା। ଗତ ୧୨ ବର୍ଷ ଭିତରେ ପୂର୍ବ ସଂଖ୍ୟା ତୁଳନାରେ ୭୫ଟି ବାଘ କମିଥିବା ଜଣାପଡ଼ିଛି। ରାଜ୍ୟ ବନ ବିଭାଗ ରିପୋର୍ଟ ମୁତାବକ, ୨୦୦୬ ମସିହାରେ କରାଯାଇଥିବା ବାଘ ଗଣନାରେ ଶିମିଳିପାଳରେ ସମସ୍ତ ପ୍ରକାର ବାଘ ସଂଖ୍ୟା ୧୦୧ ଥିବା ବେଳେ ୨୦୧୯ ମସିହା ଗଣନାରେ ବାଘଙ୍କ ସଂଖ୍ୟା ୨୮କୁ ଖସି ଆସିଥିଲା। ଶିମିଳିପାଳ ଅଭୟାରଣ୍ୟରେ ପ୍ରତି ବର୍ଷ ବାଘ ସଂଖ୍ୟା ବଢ଼ାଇବା ଓ ସଂରକ୍ଷଣ ପାଇଁ ଏନଟିସିଏ ୧୨ ରୁ ୧୩ କୋଟି ଟଙ୍କା କେବଳ ବାଘଙ୍କ ସଂରକ୍ଷଣ ପାଇଁ ଖର୍ଚ୍ଚ କରୁଥିବା ବେଳେ ଗତ ୧୨ ବର୍ଷ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ବାବଦରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଅଭୟାରଣ୍ୟରେ ବେଆଇନ ବାଘ ଶିକାର ବାଘ ସଂଖ୍ୟା ହ୍ରାସର କାରଣ ହୋଇଛି। କିଛିଦିନ ତଳେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନପାଳଙ୍କ ମୃତ୍ୟୁ ହେବା ପରେ ଏହି ଅଭୟାରଣ୍ୟ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।

ସେପଟେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି।

କେବଳ ମହାବଳ ନୁହେଁ, ରାଜ୍ୟରେ କଲରାପତରିଆ ବାଘ ବି ସଙ୍କଟରେ। ୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିଲା ବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ । ହେଲେ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଦୃତ ଗତିରେ କମୁଛି ଏମାନଙ୍କ ବଂଶ।

ଗତ ୩ ବର୍ଷରେ ରାଜ୍ୟରେ ବନ ବିଭାଗ ଓ ଏସଟିଏଫ୍ ଜବତ କଲାଣି ୬୮ଟି କଲରାପତରିଆ ବାଘ ଛାଲ। ଯେଉଁଥିରୁ କେବଳ ୨୦୨୩ର ପ୍ରଥମ ୭ ମାସରେ ୧୯ଟି କଲରାପତରିଆ ବାଘ ଚମଡ଼ା ଧରା ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story