କିସ୍ ବିଦ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜା

ଶତାଧିକ ପୁରୁଷ ଓ ମହିଳା ବିକ୍ଷୋଭ କରିବା ସହ ଏସବୁ ସମସ୍ୟାର ସମାଧାନ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

KISS PhotoOR

ବୌଦ୍ଧରେ ନିର୍ବାଣ ହୋଇଥିବା କିସ୍‌

Manoranjan Sial
  • Published: Saturday, 18 May 2024
  • Updated: 18 May 2024, 09:39 PM IST

Sports

Latest News

ବୌଦ୍ଧ ସ୍ଥିତ ହରଭଙ୍ଗା ବ୍ଲକ ଲୁଣିବାହାଲ କିସ୍ ବିଦ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଗୋଚର ଜମି ଉପରେ ବେଆଇନ୍‌ ରାସ୍ତା ନିର୍ମାଣ, ସ୍ଥାନୀୟ ଲୋକଙ୍କୁ ସ୍କୁଲରେ ନିଯୁକ୍ତି ନମିଳିବା, ନାମଲେଖା ନାଁରେ ଆଦିବାସୀ ପିଲାଙ୍କୁ ଶୋଷଣ ଆଦି ଏକାଧିକ ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି ଲୁଣିବାହାଲ ଗ୍ରାମବାସୀ।

ଶତାଧିକ ପୁରୁଷ ଓ ମହିଳା ବିକ୍ଷୋଭ କରିବା ସହ ଏସବୁ ସମସ୍ୟାର ସମାଧାନ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ତେବେ ଲୁଣିବାହାଲ ଗ୍ରାମବାସୀ ଉଠାଇଥିବା ଅଭିଯୋଗ ପ୍ରସଙ୍ଗରେ କିସ୍ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ଏଭଳି ଘଟଣାର କାରଣ ସଂପର୍କରେ କିଛି ଜାଣିନାହୁଁ ବୋଲି ସ୍ଥାନୀୟ କିସ୍ ସ୍କୁଲ୍ କର୍ମଚାରୀ କହିଛନ୍ତି।

Also Read

ଲୁଣିବାହାଲ ଗାଁର କାଶୀନାଥ ସେଠୀ କହିଛନ୍ତି, ଏଇ ଜମିଟା ଗୋଚର ଥିଲା। ସେହି ଜମିରେ ସେମାନେ ରାସ୍ତା ଓ କୋଠା କଲେ। ଯେଉଁଥିପାଇଁ ଆମ ଗାଁର ଗୋରୁ ଗାଈମାନେ ଚରିପାରୁ ନାହାନ୍ତି। ଏଥିସହ ମଶାଣୀକୁ ଯିବା ପାଇଁ ଥିବା ରାସ୍ତା ବନ୍ଦ କରିଦେଲେ। ଯେଉଁଥିପାଇଁ ଆମେ ବହୁ ଅସୁବିଧାରେ ପଡ଼ୁଛୁ ବୋଲି କାଶୀନାଥ କହିଛନ୍ତି।

ସେହି ଗାଁର ରବି ପ୍ରଧାନ କହିଛନ୍ତି, ଗୋଚର ଓ କିଛି ବ୍ୟକ୍ତିଗତ ଚାଷ ଜମିରେ ତିଆରି ହୋଇଛି କିସ୍‌। ଏହି ଜମିକୁ ଘରବାରିରେ ରୂପାନ୍ତରିତ କରାନଯାଇ ଏତେ ବଡ଼ କୋଠା ଠିଆ ହେଲା କେମିତି? ମନ୍ତ୍ରୀ ପ୍ରଦୀପ ଅମାତ ଓ ସ୍ଥାନୀୟ ସାଂସଦଙ୍କ ମଧୁଚନ୍ଦ୍ରୀକାରେ ଏପରି ଦୁର୍ନୀତି ଗ୍ରସ୍ତ କାର୍ଯ୍ୟ ହୋଇଛି। ତେଣୁ ଆମେ ଦାବି କରୁଛୁ, ଏହି ଅନୁଷ୍ଠାନକୁ ଏଠାରୁ ହଟା ଯାଉ ଓ ଗରିବଙ୍କୁ ସେମାନଙ୍କ ଜମି ଫେରାଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story