ସଂପୂର୍ଣ୍ଣ ବେଆଇନ ଥିଲା ଫାଇଭ୍-ଟି ସଚିବ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଭି.କେ. ପାଣ୍ଡିଆନଙ୍କ ନିଯୁକ୍ତି । ବିଗତ ବିଜେଡି ସରକାରରେ ସେଭଳି କୌଣସି ବିଭାଗ ନଥିଲା କି ତାଙ୍କର କୌଣସି ଅଫିସ୍ ବି ନଥିଲା । ସୂଚନା ଅଧିକାର ବଳରେ ଏଭଳି ତଥ୍ୟ ମିଳିବା ପରେ, ପାଣ୍ଡିଆନ ପାଇଥିବା ସମସ୍ତ ଦରମା ଓ ଭତ୍ତା ସହ ଆନୁସଙ୍ଗିକ ଖର୍ଚ୍ଚ ତାଙ୍କ ଠାରୁ ଆଦାୟ କରିବାକୁ ଉଠିଲା ଦାବି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୂର୍ବ ସରକାରରେ ବିକ୍ରି ହୋଇଥିଲା ASO ଚାକିରି: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଭବିଷ୍ୟତଙ୍କ ସହ ଛଳନା କରୁଥିଲେ ପୂର୍ବ ସରକାର। ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା। ଦୁର୍ନୀତି ଭରି ରହିଥିଲା।ଦୁର୍ନୀତି ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା କାହିଁକି ଚୁପ୍ ରହୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ସରକାରୀ ଜମିରେ ଘର କରିଥିଲେ, ଚଢ଼ିଲା ବୁଲ୍ଡୋଜର
ଦାରିଙ୍ଗବାଡ଼ି ମାଜିଷ୍ଟ୍ରେଟ ଶରତ ଶବରଙ୍କ ଉପସ୍ଥିତିରେ ବୁଲ୍ଡୋଜର ସାହାଯ୍ୟରେ ଘର ଗୁଡିକୁ ଭଙ୍ଗି ଦିଆଯାଇଛି। ଜବରଦଖଲ ମୁକ୍ତ ହେବା ପରେ ଅଦାଲତଙ୍କୁ ସଂପୃକ୍ତ ଜମି ହସ୍ତାନ୍ତର କରାଯିବ ବୋଲି ତହସିଲଦାର କହିଛନ୍ତି।
Miscellaneous
ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡରଟେକିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଶ୍ରୀ ପଣ୍ଡା ଏହି କମିଟିର ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପଞ୍ଚମ ବୈଠକ।
Miscellaneous
ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ
୨୦୧୮ ମସିହାରେ ଶେଷ ଥର ପାଇଁ ଏହି ପଦବୀ ପାଇଁ ନିଯୁକ୍ତି ହୋଇଥିବା ବେଳେ କରୋନା ମାହାମାରୀ ଯୋଗୁ ପାଖାପାଖି ୬ ବର୍ଷ ଧରି ନିଯୁକ୍ତି ପାଇଁ ଆଉ ବିଜ୍ଞପ୍ତି ପ୍ରକାଶ ପାଇନଥିଲା।
Miscellaneous
‘ଓଡ଼ିଶାରେ ଗୋହତ୍ୟା ଓ ଗୋମାଂସ ଚାଲାଣ ଉପରେ ଲାଗିବ କଟକଣା’
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବାକୁ ଆମର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ।