Advertisment

ଇଣ୍ଟରପୋଲ ମୁଖ୍ୟ ନିଖୋଜ !

ବେଜିଂ (ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତୀୟ ସ୍ତରରେ ଯେକୌଣସି ଅପରାଧୀ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଖୋଜି ବାହାର କରି ପାରୁଥିବା ଇଣ୍ଟରପୋଲର ମୁଖ୍ୟ ମେଙ୍ଗ୍‌ ହ୍ୱେଙ୍ଗ୍‌ୱି ଚୀନ୍‌ ଗସ୍ତରେ ଯାଇ ଗାୟବ୍‌ ହୋଇଯାଇଥିବା ଜଣାଯାଇଛି। ଫ୍ରାନ୍ସ ପୁଲିସ୍‌ ଦେଇଥିବା ସୂଚନା ଅନଯାୟୀ, ସେ ଶେଷ ଖବର ସୁଦ୍ଧା ନିଜ ଜନ୍ମସ୍ଥାନ ଚୀନ୍‌ରେ ହିଁ ଥିଲେ। କିନ୍ତୁ ଏହା ପରେ ତାଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ। ମେଙ୍ଗ୍‌ ପୂର୍ବରୁ ଚୀନ୍‌ର ପବ୍ଲିକ୍‌ ସ୍କୃଟିନି ଉପମନ୍ତ୍ରୀ ଭାବେ କାର୍ଯ୍ୟ […]

author-image
Hemant Lenka
ଅଦ୍ୟତନ ହୋଇଛି
ଇଣ୍ଟରପୋଲ ମୁଖ୍ୟ ନିଖୋଜ !

interpoll-chief-Missing

ବେଜିଂ (ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତୀୟ ସ୍ତରରେ ଯେକୌଣସି ଅପରାଧୀ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଖୋଜି ବାହାର କରି ପାରୁଥିବା ଇଣ୍ଟରପୋଲର ମୁଖ୍ୟ ମେଙ୍ଗ୍‌ ହ୍ୱେଙ୍ଗ୍‌ୱି ଚୀନ୍‌ ଗସ୍ତରେ ଯାଇ ଗାୟବ୍‌ ହୋଇଯାଇଥିବା ଜଣାଯାଇଛି।

Advertisment

ଫ୍ରାନ୍ସ ପୁଲିସ୍‌ ଦେଇଥିବା ସୂଚନା ଅନଯାୟୀ, ସେ ଶେଷ ଖବର ସୁଦ୍ଧା ନିଜ ଜନ୍ମସ୍ଥାନ ଚୀନ୍‌ରେ ହିଁ ଥିଲେ। କିନ୍ତୁ ଏହା ପରେ ତାଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ। ମେଙ୍ଗ୍‌ ପୂର୍ବରୁ ଚୀନ୍‌ର ପବ୍ଲିକ୍‌ ସ୍କୃଟିନି ଉପମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ମେଙ୍ଗ୍‌ଙ୍କ ପତ୍ନୀ ତାଙ୍କ ଖୋଜ ଖବର ମିଳୁନଥିବା ବିଷୟରେ ସୂଚନା ଦେବାପରେ ଫ୍ରାନ୍ସ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।