Advertisment

ଫଟୋରେ ଫଟୋରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି‘

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ପ୍ରତିକୃତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ପ୍ରତିମାଟିର ନିର୍ମାଣ ପାଖାପାଖି ୩ ବର୍ଷ ମଧ୍ୟରେ ଶେଷ ହୋଇଛି। ଏହି ୩ ବର୍ଷ ମଧ୍ୟରେ ଏହାକୁ ନେଇ ଅନେକ ଘଟଣା ଘଟିଛି। ତେବେ ଆଜି ଏଭଳି ଏକ ବିଶାଳ ପ୍ରତିମୂର୍ତ୍ତି ଲୋକାର୍ପିତ ହେବା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିବ। ଆସନ୍ତୁ ସେହି ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ ବେଳର କିଛି […]

author-image
Hemant Lenka
ଫଟୋରେ ଫଟୋରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି‘

a44

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ପ୍ରତିକୃତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ପ୍ରତିମାଟିର ନିର୍ମାଣ ପାଖାପାଖି ୩ ବର୍ଷ ମଧ୍ୟରେ ଶେଷ ହୋଇଛି। ଏହି ୩ ବର୍ଷ ମଧ୍ୟରେ ଏହାକୁ ନେଇ ଅନେକ ଘଟଣା ଘଟିଛି। ତେବେ ଆଜି ଏଭଳି ଏକ ବିଶାଳ ପ୍ରତିମୂର୍ତ୍ତି ଲୋକାର୍ପିତ ହେବା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିବ। ଆସନ୍ତୁ ସେହି ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ ବେଳର କିଛି ଫଟୋ ଦେଖିବା।

Advertisment

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image