ଖେଳୁଥିବା ବେଳେ କାର୍‌ ଭିତରେ ପଶିଗଲେ ଦୁଇ ପିଲା, ମିଳିଲା ମୃତଦେହ

ଖେଳୁଥିବା ବେଳେ ଏହି ଦୁଇ ପିଲା ନିଖୋଜ ହୋଇ ଯାଇଥିଲେ। ଏହାପରେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ।

Two children-died

ଉକ୍ତ କାର୍‌ ଭିତରୁ ଦୁଇ ପିଲାଙ୍କ ମୃତଦେହ ମିଳିଛି।

Madhupriya Mistry
  • Published: Thursday, 25 April 2024
  • Updated: 25 April 2024, 05:04 PM IST

Sports

Latest News

ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ ଦୁଇ ଛୁଆ। ଏବେ ଏକ ଭଙ୍ଗା କାର୍‌ ଭିତରୁ ଉଭୟଙ୍କ ମୃତଦେହ ମିଳିଛି। ମୁମ୍ବାଇର ଏଣ୍ଟପ ହିଲ୍‌ରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।

ସୂଚନା ମୁତାବକ, ଏଠାକର ଏକ ଭଙ୍ଗା କାର୍ ଭିତରୁ ଦୁଇ ଭାଇ-ଭୁଉଣୀଙ୍କ ମୃତଦେହ ମିଳିଛି। ମୃତ ପୁଅର ନାଁ ସାଜିଦ ଓ ଝିଅ ନାଁ ମୁସ୍‌କାନ ଥିବା ଜଣାପଡିଛି। ଉଭୟଙ୍କ ବୟସ୍‌ ୫ ଓ ୭ ବର୍ଷ।  ଏମାନେ ଖେଳୁଥିବା ବେଳେ ଘର ପାଖରେ ଥିବା ଏକ ଭଙ୍ଗା କାର୍‌ ଭିତରେ ବସି କବାଟ ଲକ୍‌ କରିଦେଇଥିଲେ। ଏଥିଯୋଗୁ ନିଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି।

Also Read

ଗତକାଲି ମଧ୍ୟାହ୍ନରେ ଘରୁ ବାହାରକୁ ଆସି ଭଇ ଭଉଣୀ ଖେଳୁଥିଲେ। ତେବେ ଦୀର୍ଘ ସମୟ ବିତିଯିବା ପରେ ପିଲାମାନେ ଯେତେବେଳେ ଘରକୁ ଫେରି ନଥିଲେ, ସେତେବେଳେ ପରିବାର ଲୋକେ ଚିନ୍ତିତ ହୋଇଯାଇଥିଲେ। ଏହାପରେ ପିଲାମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସେମାନେ ପିଲାଙ୍କ ନିଖୋଜ ହେବା ନେଇ ପୁଲିସରେ ଅଭିଯୋଗ କରିଥିଲେ।

ପୁଲିସ ଆସି ପୂରା ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଘର ପାଖରେ ଥିବା ଏକ ଭଙ୍ଗା କାର୍‌ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଉକ୍ତ କାର୍‌ ଭିତରେ ଦୁଇ ପିଲା ଥିବା ଦେଖିବାକୁ ପାଇଥିଲା ପୁଲିସ। ପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପୂର୍ବରୁ ହିଁ ଉଭୟ ପିଲାଙ୍କ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story