ହଠାତ୍ ଭୁଶୁଡିଲା ଛାତ। ଏହାପରେ ଫାଟିଲା ସିଲିଣ୍ଡର। ଏଥିରେ ଗୋଟିଏ ପରିବାରର ୬ ଜଣ ଜଳି ଯାଇଛନ୍ତି। ରାଜଧାନୀ ଦିଲ୍ଲୀର ନରେଲାରେ ଘଟିଛି ଏଭଳି କିଛି ଘଟଣା। ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ସୂଚଦା ମୁତାବକ, ଦିଲ୍ଲୀ ନରେଲା ଅଞ୍ଚଳରେ ଥିବା ଏକ ଦୁଇ ମହଲା ବିଲ୍ଡିଂ ଛାତ୍ର ଭୁଶୁଡିବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ମଧ୍ୟରେ ୪୦ ବର୍ଷୀୟ ରାଜୁ, ୩୫ ବର୍ଷୀୟ ରାଜୁଙ୍କ ପତ୍ନୀ ରାଜେଶ୍ୱରୀ, ୧୮ ବର୍ଷୀୟ ରାହୁଲ ଏବଂ ତିନି ଛୋଟ ଝିଅ ଅଛନ୍ତି।
Also Read
ପଡୋଶୀଙ୍କ କହିବା ମୁତାବକ, ଯେଉଁ ସମୟରେ ଛାତ ଭୁଶୁଡିଲା ସେତେବେଳେ ପରିବାର ଜଣେ ସଦସ୍ୟ ରୋଷେଇ କରୁଥିଲା। ଏହି କାରଣରୁ ସିଲିଣ୍ଡର ବିସ୍ଫୋରଣ ହେବା ପରେ ସେମାନେ ଜଳି ଯାଇଥିବା କୁହାଯାଉଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କାହିଁକି ଆତ୍ମହତ୍ୟା କଲେ ଲୋକପ୍ରିୟ ମଡେଲ ସାନ ରେଚଲ?
ମଡେଲିଂ ଜଗତରେ ସାନ ରେଚଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଭାରତୀୟ ସିନେମା ଓ ଫ୍ୟାଶନ ଦୁନିଆରେ ରଙ୍ଗକୁ ନେଇ ଭେଦଭାବ ଚାଲିଥିବାରୁ ଏହା ବିରୋଧରେ ସାନ ରେଚଲ ସ୍ୱର ଉଠାଇଥିଲେ।

National
ଫିଲ୍ମ ଶୁଟିଂ ବେଳେ ଭୁଲ ହୋଇଗଲା ଷ୍ଟଣ୍ଟ, ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ
ବିପଦପୂର୍ଣ୍ଣ କାର ଓଲଟିବାର ଦୃଶ୍ୟକୁ ନିର୍ଦ୍ଦେଶକ ପିଏ ରଣଜୀତ ଶୁଟ କରୁଥିବା ବେଳେ ଷ୍ଟଣ୍ଟରେ ତ୍ରୁଟି ହୋଇ ଯାଇଥିଲା। ଫଳରେ ଏସ୍ଏମ ରାଜୁ ଭୟଙ୍କର କାର ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଛନ୍ତି।

National
ମୁହଁ ଖୋଲିଲେ ରାଧିକାଙ୍କ ସାଙ୍ଗ, କହିଲେ ସାଂଘାତିକ କଥା
ଟେନିସ ଖେଳାଳି ରାଧିକାଙ୍କୁ ତିନି ଦିନ ତଳେ ତାଙ୍କ ବାପା ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

National
ବିବାହ ବିଚ୍ଛେଦ ହେବା ପରେ କ୍ଷୀରରେ ଗାଧେଇଲେ ଯୁବକ
‘ମୁଁ ଆଜିଠାରୁ ସ୍ୱାଧୀନ’ ବୋଲି କହି ସେ କ୍ଷୀରରେ ଗାଧେଇଥିଲେ।

Accident
ଡିଜେଲ ବୋଝେଇ ଟ୍ରେନ୍ରେ ଲାଗିଗଲା ନିଆଁ
ନିଆଁ ଲାଗିବା ପରେ ଷ୍ଟେସନ ସହିତ ଆଖପାଖ ଅଞ୍ଚଳରେ ଥିବା ଘରଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।