ଇଡି-ସିବିଆଇ ଜାଲରେ ସିସୋଦିଆ ଘାଇଲା

କେବେ ସିବିଆଇତ ପୁଣି କେବେ ଇଡି ତାଙ୍କୁ ଘନ ଘନ ଜେରା କରୁଛନ୍ତି।

Manish Sisodia PhotoNDTV

ମନୀଷ ସିସୋଦିଆ (ଫାଇଲ ଫଟୋ)

Tapas Behera
  • Published: Wednesday, 05 April 2023
  • Updated: 05 April 2023, 04:20 PM IST

Sports

Latest News

ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜାଲରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘାଇଲା। କେବେ ସିବିଆଇତ ପୁଣି କେବେ ଇଡି ତାଙ୍କୁ ତଦନ୍ତ ଫାସରେ ଫସେଇ ନାକେଦମ କରିସାରିଲେଣି। ସିସୋଦିଆ ଏବେ ତିହାର ଜେଲରେ ଥିବା ବେଳେ ଉଭୟ ସିବିଆଇ ଏବଂ ଇଡି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଳିତ ଭାବେ ତଦନ୍ତ କରୁଛନ୍ତି। ଦିଲ୍ଲୀ ମଦ ନୀତି ଅନିୟମିତତା ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବୁଧବାର ଦିଲ୍ଲୀର ରୌଜ୍‌ ଆଭିନ୍ୟ କୋର୍ଟରେ ହାଜର କରାଇଛି ଇଡିଅ। ତେବେ ଇଡି ମାମଲାରେ ସିସୋଦିଆଙ୍କ ଆଜି ବିଚାରବିଭାଗୀୟ ହାଜତ ଅବଧି ଆଜି ଶେଷ ହେଉଛି। ତେଣୁ ଶୁଣାଣି ପାଇଁ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ଜଣାପଡିଛି। ଏହା ସହିତ ଆଜି ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଶୁଣାଣି ହେବ।

ଏହା ପୂର୍ବରୁ ଗତ ୩ ତାରିଖରେ ସିବିଆଇ ସମ୍ପର୍କିତ ମନୀଷ ସିସୋଦିଆଙ୍କ ନ୍ୟାୟାୟିକ ହେପାଜତକୁ ଦିଲ୍ଲୀର ଏକ କୋର୍ଟ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ସିବିଆଇ ପକ୍ଷରୁ ଏହି ମାମଲାର ଏବେ ତଦନ୍ତ ଚାଲୁଛି। ଆଜି ସିସୋଦିଆଙ୍କୁ ସିବିଆଇ ଦିଲ୍ଲୀ କୋର୍ଟରେ ହାଜର କରିଥିଲା ଏବଂ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଦୁଇ ସପ୍ତାହ ବୃଦ୍ଧି ପାଇଁ ଆବେଦନ କରିଥିଲା। ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି। କୋର୍ଟ ଏପ୍ରିଲ୍ ୧୭ ପର୍ଯ୍ୟନ୍ତ ଆପର ଏହି ହେବିୱେଟ୍ ନେତାଙ୍କୁ ଜୁଡ଼ିସିଆଲ ରିମାଣ୍ଡରେ ପଠାଇଛନ୍ତି। ଗତ ସପ୍ତାହରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ସିବିଆଇ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି।

Also Read

ସିସୋଦିଆ ତଦନ୍ତରେ ସହଯୋଗ କରୁନଥିଲେ, ତେଣୁ ତାଙ୍କୁ ଗିରଫ କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ପ୍ରସ୍ତୁତ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀର ତତ୍କାଳୀନ ସିଇଓ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଡିସେମ୍ବର ୨୫ରେ ଚାର୍ଜସିଟ୍ ଦାଖଲ କରାଯାଇଛି।

ଏହି ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ ସିବିଆଇ ନୋଟିସ କରିଥିଲା । କିନ୍ତୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଦର୍ଶାଇ ଏକ ସପ୍ତାହ ସମୟ ମାଗିଥିଲେ ସିସୋଦିଆ । ପରେ ତାଙ୍କୁ ଗିରଫ କରାଯାଇଥିଲା। ସିବିଆଇ ପରେ ତିହାର ଜେଲରେ ତାଙ୍କୁ ଇଡି ମଧ୍ୟ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story