ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ସରକାର ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଲାଗୁ କରିଥିବା ଅଧ୍ୟାଦେଶକୁ ମଧ୍ୟ ବିଲ୍‌ ଆକାରରେ ଗୃହରେ ଉପସ୍ଥାପନ କରିବେ।

Monsoon

representational image

Hemant Lenka
  • Published: Saturday, 01 July 2023
  • Updated: 01 July 2023, 01:56 PM IST

Sports

Latest News

ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ। ଉଭୟ ଲୋକସଭା ଓ ରାଜ୍ୟସଭାର ଗୃହ କାର୍ଯ୍ୟ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ଯାଏ ଚାଲିବ। ଏନେଇ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ସବୁ ଦଳଗୁଡ଼ିକୁ ଗଠନମୂଳକ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ସଂସଦର ମୌସୁମୀ ଅଧିବେଶ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ଯାଏ ଚାଲିବ। ସମସ୍ତ ଦଳଗୁଡ଼ିକୁ ଅନୁରୋଧ ଯେ ସେମାନେ ଏହି ଅଧିବେଶନରେ ଗଠନମୂଳକ ଆଲୋଚନା କରିବେ। ବିଭିନ୍ନ ବିଲ୍‌ ଉପରେ ମଧ୍ୟ ସେମାନେ ଆଲୋଚନା କରନ୍ତୁ।” ୨୩ ଦିନ ଧରି ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ୧୭ଟି କାର୍ଯୟ ଦିବସ ରହିବ।

Also Read

ଏଥର ସଂସଦର ମୌସୁମୀ ଅଧିବେଶ ବେଶ ସରଗରମ ରହିବ। କାରଣ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଉଦ୍ୟମ କରୁଛନ୍ତି। ତେଣୁ ସେମାନେ ଏକାଠି ହୋଇ ସରକାରଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଘେରିବାକୁ ଚେଷ୍ଟା କରିବେ। ସେହିପରି ସରକାର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ୍‌ ବିଲ୍‌ ଆଣି ପାରନ୍ତି। ଏହାକୁ ନେଇ ମଧ୍ୟ ବଡ଼ ବିତର୍କ ହେବାର ସମ୍ଭାବନା ରହିଛି।

ମୌସୁମୀ ଅଧିବେଶନର କାର୍ଯ୍ୟ ପ୍ରଥମେ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ। ଏହାପରେ ସାଂସଦମାନେ ମେ’ ୨୮ ତାରିଖରେ ଉଦଘାଟିତ ହୋଇଥିବା ସଂସଦର ନୂଆ ବିଲଡିଂକୁ ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story