ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ମୁସେୱାଲା ବାପାଙ୍କ ପ୍ରଶଂସା

ମୁସେୱାଲାଙ୍କୁ ଗତବର୍ଷ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ତାଙ୍କ ବାପା କହିଛନ୍ତି, ମାଫିଆ ଓ ଗ୍ୟାଙ୍ଗଷ୍ଟର ମୋ ଘରେ ପଶିଥିଲେ। କିନ୍ତୁ ପଞ୍ଜାବ ସରକାର କିଛି ବି କରିପାରିଲେ ନାହିଁ।

Yogi PhotoTOI

ବାମରୁ ଯୋଗୀ ଆଦିତ୍ୟନାଥ ଓ ମୁସେୱାଲାଙ୍କ ବାପା

Hemant Lenka
  • Published: Tuesday, 21 March 2023
  • Updated: 21 March 2023, 03:29 PM IST

Sports

Latest News

ପଞ୍ଜାବୀ ସିଙ୍ଗରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିବା ସିଦ୍ଧୁ ମୁସେୱାଲାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ତାଙ୍କ ବାପା ବଲକୌର ସିଂହ ଖୋଲାଖୋଲି ଭାବେ ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶଂସା କରିଛନ୍ତି। ୟୁପି ସରକାର ମାଫିଆ ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବୁଲଡୋଜର ଲଗାଇ ସେମାନଙ୍କ ଘର ଭାଙ୍ଗି ଦେଉଛନ୍ତି। ଯୋଗୀ ସରକାରଙ୍କ ଏପରି କାମକୁ ବଲକୌର ପ୍ରଶଂସା କରିଛନ୍ତି।

ମୁସେୱାଲାଙ୍କୁ ଗତବର୍ଷ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ତାଙ୍କ ବାପା କହିଛନ୍ତି, “ମାଫିଆ ଓ ଗ୍ୟାଙ୍ଗଷ୍ଟର ମୋ ଘରେ ପଶିଥିଲେ। କିନ୍ତୁ ପଞ୍ଜାବ ସରକାର କିଛି ବି କରିପାରିଲେ ନାହିଁ। ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଥା ମୋର ମନେ ପଡ଼ୁଛି। ମୁଁ ନିଶ୍ଚିତ ହୋଇ କହିପାରିବି ଯେ ଲୋକସଭା ନିର୍ବାଚନ ବେଳେ ସମସ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାମ ପାଇଁ ଭୋଟ ଦେବେ। ଆପଣମାନେ ନିଶ୍ଚିତ କହିବେ ଯେ ୟୁପି ପରଷ୍କାର(ଗ୍ୟାଙ୍ଗଷ୍ଟର ଓ ମାଫିଆ ମୁକ୍ତ) ହୋଇଯାଇଛି। କିନ୍ତୁ ପଞ୍ଜାବରେ କ’ଣ ସବୁ ଚାଲିଛି?”

ପଞ୍ଜାବର ମାନସା ଜିଲ୍ଲାରେ ମୁସେୱାଲାଙ୍କୁ ୨୦୨୨ ମସିହା ମେ’ ୨୯ରେ ଗୁଳି କରି ହତ୍ୟା କରାଯାଇଥିଲା। ରାଜ୍ୟରେ ଜାରି ରହିଥିବା ଗ୍ୟାଙ୍ଗୱାର ପରିଣାମ ସ୍ୱରୂପ ତାଙ୍କୁ ଜୀବନ ଦେବାକୁ ପଡ଼ିଥିଲା। ତାଙ୍କ ମୃତ୍ୟୁକୁ ବର୍ଷେ ପୂରି ନଥିଲେ ମଧ୍ୟ ପରିବାର ଲୋକ ଆଗୁଆ ଅର୍ଥାତ ରବିବାର ଦିନ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ କରିଛନ୍ତି। ଏହି ଅବସରରେ ମୁସେୱାଲାଙ୍କ ବାପା ୟୁପି ସରକାରଙ୍କୁ ପ୍ରଶଂସା କରିଛନ୍ତି।

Also Read

ପଞ୍ଜାବ ପୁଲିସ୍‌ର କହିବା କଥା ଯେ ମୁସେୱାଲାଙ୍କ ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ହେଉଛି ଲରେନ୍ସ ବିଷ୍ଣୋଇ। ଏଥିରେ ଗୋଲ୍ଡୀ ବ୍ରାର୍‌ ଓ ଜଗୁ ଭଗବାନପୁରିଆର ମଧ୍ୟ ହାତ ରହିଛି। ରବିବାର ବଲକୌର ସିଂହ କହିଛନ୍ତି ଯେ “ଲରେନ୍ସ ବିଷ୍ଣୋଇ ଜେଲରେ ଥିଲେ ମଧ୍ୟ ଟିଭିରେ ବାହାରି ସାକ୍ଷାତକାର ଦେଉଛି। ସେ ଟିଭିରେ ବାହାରିବା କ୍ଷଣି ମୋ ପୁଅ ପୁଣି ପ୍ରାଣ ହରାଇଲା ଭଳି ମୋର ଅନୁଭବ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story