ଭିନ୍ନ ଲୁକ୍‌ରେ ପ୍ରଧାନମନ୍ତ୍ରୀ, ହାତୀ ପିଠିରେ ବସି ବୁଲିଲେ ମୋଦି

ଆସାମର କାଜିରଙ୍ଗ ପାର୍କ ପରିଦର୍ଶନ କରିବା ବେଳେ ମୋଦିଙ୍କ ଏହି ଭିନ୍ନ ଅନ୍ଦାଜ ସାମ୍ନାକୁ ଆସିଛି।

Modi in kaziranga national Park

ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Madhupriya Mistry
  • Published: Saturday, 09 March 2024
  • Updated: 09 March 2024, 12:36 PM IST

ହାତରେ କ୍ୟାମେରା, ମୁଣ୍ଡରେ କ୍ୟାପ୍‌। ଭିନ୍ନ ଲୁକ୍‌ରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାତୀ ଉପରେ ବସି ବୁଲିବା ସହ ତାକୁ ଖୁଆଇଲେ ଆଖୁ। କେବଳ ସେତିକି ନୁହେଁ ଜିପ୍‌ରେ ବସି ଜଙ୍ଗଲ ସଫାରୀର ନେଲେ ମଜା। ଆସାମର କାଜିରଙ୍ଗ ପାର୍କ ପରିଦର୍ଶନ କରିବା ବେଳେ ମୋଦିଙ୍କ ଏହି ଭିନ୍ନ ଅନ୍ଦାଜ ସାମ୍ନାକୁ ଆସିଛି।

ଆଜି ସକାଳୁ ସକାଳୁ ମୋଦି କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ପହଞ୍ଚିଥିଲେ। କାଜିରଙ୍ଗାକୁ ମୋଦୀଙ୍କ ଏହା ପ୍ରଥମ ଗସ୍ତ। ଏହି ସମୟରେ ମୋଦି ହାତୀ ପଠିରେ ବସିଛନ୍ତି। କେବଳ ସେତିକି ନୁହେଁ ହାତୀକୁ ଆଖୁ ମଧ୍ୟ ଖୁଆଇଥିଲେ। ଏଥିସହ ଜିପ୍‌ରେ ବସି ଜଙ୍ଗଲ ସଫାରୀ ପରିଭ୍ରମଣ କରିଛନ୍ତି ମୋଦି।

Also Read

କାଜିରଙ୍ଗା ଅଭୟାରଣ୍ୟରେ ପ୍ରାୟ ଦୁଇ ଘଣ୍ଟା ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ କାଜିରଙ୍ଗା ପାର୍କର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଥିଲେ।ଗତକାଲିଠାରୁ ମୋଦି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହିଥିଲେ। ଆସାମ ଗସ୍ତ ପରେ ମୋଦି ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି।

Modi in Assamମୋଦି କାଜିରଙ୍ଗା ନ୍ୟାସନାଲ ପାର୍କ ବୁଲୁଥିବା ବେଳର ଦୃଶ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story