‘ବନ୍ଦେ ଭାରତ'ର ସଫଳତା ପରେ ଟ୍ରାକ୍ରେ ଗଡ଼ିବାକୁ ଯାଉଛି 'ଅମୃତ ଭାରତ' ଟ୍ରେନ୍। ଖୁବଶୀଘ୍ର ଏହାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 'ବନ୍ଦେ ଭାରତ' ପରି ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କ୍ୱାଡ ପାଇଁ ୨୧ରୁ ୨୩ ଯାଏ ଆମେରିକା ଯିବେ ମୋଦି, ଜାତିସଂଘକୁ ସମ୍ବୋଧନ କରିବେ
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆୟୋଜନ କରୁଥିବା କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ।
National
ଆତିଶୀ: ଅକ୍ସଫୋର୍ଡ, ଜୈବିକ ଚାଷ ଓ ମୁଖ୍ୟମନ୍ତ୍ରୀ
ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ଉପ ରାଜ୍ୟପାଲଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି।
National
ପୁଅର ଜନ୍ମଦିନ ପାର୍ଟିରେ ମା’କୁ ହାର୍ଟ ଆଟାକ
ଏହି ଘଟଣାର ଦୃଶ୍ୟ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
National
ଗୁଗଲରେ ୨ କୋଟି ଟଙ୍କା ପ୍ୟାକେଜରେ ଚାକିରି ପାଇଲେ ଏହି ଯୁବକ
ଏନଆଇଆଇଟି ପାଟନାରୁ ବିଟେକରେ ଡିଗ୍ରୀ ହାସଲ କରିଥିବା ଅଭିଷେକ କୁମାର ଆସନ୍ତା ଅକ୍ଟୋବର ମାସରୁ ନିଜର ଦାୟିତ୍ୱ ଗ୍ରହଣ କରିବେ।
Business
ଭାରତରେ ବଢୁଛି ଧନୀଙ୍କ ଧନ; ବାର୍ଷିକ ୧୦ କୋଟିରୁ ଊର୍ଦ୍ଧ୍ୱ ଆୟକାରୀଙ୍କ ସଂଖ୍ୟା ୬୩% ବୃଦ୍ଧି
ଭାରତରେ ପ୍ରାୟ ୩୧ ହଜାର ୮୦୦ ଜଣ ଲୋକ ଅଛନ୍ତି ଯେଉଁମାନେ ବର୍ଷକୁ ୧୦ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।