ଜେଲ୍‌ରେ ଘମାଘୋଟ ସଂଘର୍ଷ; ୨ କଏଦୀ ମୃତ, ୨ ଗୁରୁତର

ପଞ୍ଜାବର ସଙ୍ଗ୍ରୁର ଜେଲ୍‌ ଭିତରେ କଏଦୀଙ୍କ ମଧ୍ୟରେ ହୋଇଛି ଘମାଘୋଟ ସଂଘର୍ଷ । ଏଥିରେ ୨ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Hospital

ହସ୍ପିଟାଲରେ ଉପସ୍ଥିତ ପୁଲିସ୍‌ ଅଧିକାରୀ।

Niharika Rout
  • Published: Saturday, 20 April 2024
  • Updated: 20 April 2024, 07:43 AM IST

Sports

Latest News

ଗତକାଲି ବିଳମ୍ବିତ ରାତିରେ ଜେଲ୍‌ ଭିତରେ ୪ କଏଦୀଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏହା କ୍ରମଶଃ ଉଗ୍ରରୂପ ଧାରଣ କରି ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ଜେଲ୍‌ କର୍ତ୍ତୃପକ୍ଷ ସମସ୍ତଙ୍କୁ ସଙ୍ଗ୍ରୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Also Read

ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ପଟିଆଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ଜେଲ୍‌ ଭିତରେ କ’ଣ ପାଇଁ ଏତେ ଭୟଙ୍କର ସଂଘର୍ଷ ହେଲା, କିପରି ଭିତରକୁ ମାରଣାସ୍ତ୍ର ଆସିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ତେବେ ଏନେଇ ପୁଲିସ୍‌ ତରଫରୁ କୌଣସି ସୂଚନା ଦିଆଯାଇନି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story