Advertisment

ବନ୍ଦ ଘରୁ ମିଳିଲା ୫ ଜଣଙ୍କ କଙ୍କାଳ

୪ ବର୍ଷ ପରେ ଏକ ଘରୁ, ପରିବାରର ୫ ସଦସ୍ୟଙ୍କ କଙ୍କାଳ ଉଦ୍ଧାର ହୋଇଛି।

Advertisment

ପ୍ରାୟ ୪ ବର୍ଷ ପୂର୍ବେ ଏକ ପରିବାରର ୫ ସଦସ୍ୟଙ୍କୁ ଦେଖିଥିଲେ ପାଖପଡ଼ୋଶୀ। ଏହାପରେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନ ଥିଲା। ତେବେ ଦୀର୍ଘ ୪ ବର୍ଷ ପରେ ଉକ୍ତ ଘରୁ ପରିବାରର ୫ ସଦସ୍ୟଙ୍କ କଙ୍କାଳ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଓ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକର ଚିତ୍ରାଡୁର୍ଗା ଅଞ୍ଚଳରେ ଘଟିଛି। ମୃତକଙ୍କ ମଧ୍ୟରେ ବୟସ୍କ ଦମ୍ପତି, ସେମାନଙ୍କ ପୁଅ, ଝିଅ ଓ ୫୭ ବର୍ଷୀୟ ନାତି ଥିବା ଜଣାଯାଇଛି। ଉକ୍ତ ବୟସ୍କ ଦମ୍ପତିଙ୍କ ବୟସ ୮୦ରୁ ୯୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe