କାହିଁକି ରେଲଓ୍ବେ ବୋର୍ଡର ରଙ୍ଗ ହଳଦିଆ ? କ’ଣ ପାଇଁ ହଳଦିଆ ବୋର୍ଡରେ ଲେଖାଯାଇଥାଏ ଷ୍ଟେସନର ନାମ ? ବିଶ୍ବର ସର୍ବ ବୃହତ ରେଲଓ୍ବେ ନେଟଓ୍ବାର୍କ ମଧ୍ୟରୁ ଭାରତୀୟ ରେଳ ନେଟଓ୍ବାର୍କ ଅନ୍ୟତମ। ଭାରତରେ ଅଧିକାଂଶ ଯାତ୍ରୀ ଟ୍ରେନରେ ଯାଆସ କରିଥାନ୍ତି। ଅଳ୍ପ ଦାମରେ ଟ୍ରେନରେ ଯିବା ଆସିବା କରିବା ସମସ୍ତଙ୍କୁ ସୁହାଇଥାଏ। କିନ୍ତୁ ଆପଣ ଟ୍ରେନରେ ଯାତାୟତ କରୁଥିବା ସମୟରେ ପ୍ଲାଟଫର୍ମରେ ହଳଦିଆ ରଙ୍ଗର ବୋର୍ଡ ତ ଦେଖିଥିବେ। ଯେଉଁଥିରେ ରେଲଓ୍ବେ ଷ୍ଟେସନର ନାମ ଲେଖା ହୋଇଥାଏ। ହେଲେ ଆପଣ କେବେ ଭାବିଛନ୍ତି କି, ଷ୍ଟେସନର ନାମ ହଳଦିଆ ରଙ୍ଗ ବୋର୍ଡରେ କାହିଁକି ଲେଖା ଯାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମାଲବାହୀ ସହ ଭୟଙ୍କର ଢଙ୍ଗରେ ଧକ୍କା ହେଲା ଏକ୍ସପ୍ରେସ ଟ୍ରେନ୍, ଜଳିଗଲା ୨ଟି ବଗି
ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଦୁଇଟି ଯାତ୍ରିବାହୀ ବଗି ସଂପୂର୍ଣ୍ଣ ଜଳି ଯାଇଛି। ସେହିପରି ୨ଟି ବଗି ଲାଇନଚ୍ୟୁତ ହୋଇଛି।
National
ଟଳିଲା ବିପଦ,୨ ଘଣ୍ଟା ଚକର ମାରିବା ପରେ ଲ୍ୟାଣ୍ଡ କଲା ବିମାନ
ବିମାନଟି ମଝି ଆକାଶରେ ଥିବା ବେଳେ ଘଟିଥିଲା ଅଘଟଣ। ବିମାନର ହାଇଡ୍ରୋଲିକ ତ୍ରୁଟି ହୋଇଥିବା ପାଇଲଟ ଜାଣିବାକୁ ପାଇଥିଲେ।
National
ମଝି ଆକାଶରେ ବିମାନ, ଦେଖାଗଲା ସାଂଘାତିକ ତ୍ରୁଟି: ଘୋଷଣା ହେଲା ଏମର୍ଜେନ୍ସି
ଯେକୌଣସି ମୁହୂର୍ତ୍ତରେ ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ। ବିମାନ ବନ୍ଦରରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଏୟାରପୋର୍ଟରେ ରହିଛନ୍ତି।
Crime
ପ୍ରେମିକାକୁ ବୁଲାଇ ନେବା ପାଇଁ କାର୍ ଚୋରି, ୩ ସାଙ୍ଗ ଗିରଫ
ତିନି ଜଣ କଲେଜ ଛାତ୍ର କାର୍ ଚୋରି କରି ଗିରଫ ହୋଇଛନ୍ତି।
Politics
କଂଗ୍ରେସ ନୁହେଁ, ଏନସିକୁ ସମର୍ଥନ ଘୋଷଣା କଲେ ଆପ୍ର ଏକମାତ୍ର ବିଧାୟକ
ଏନସିକୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଜମ୍ମୁ-କଶ୍ମୀରରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଓମାର ଅବଦୁଲ୍ଲାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତଥାପି ଦଳର ସମର୍ଥିତ ବିଧାୟକଙ୍କ ସଂଖ୍ୟା ୪୭କୁ ବଢ଼ିଛି। କାରଣ ଗତକାଲି ୪ ଜଣ ସ୍ୱାଧୀନ ବିଧାୟକ ଏନସିକୁ ସମର୍ଥନ ଦେଇଥିଲେ।