Advertisment

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ ଏମ୍ପ୍ଲୋଇଜ୍ ଆସୋସିଏସନ୍

ଭୁବନେଶ୍ୱର: ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ ଏମ୍ପ୍ଲୋଇଜ ଆସୋସିଏସନ୍। ନର୍ସିଂ ସେବାରେ ଆରଏସପି ଲାଗୁ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଠିକାନର୍ସଙ୍କୁ ୬ବର୍ଷ ପରେ ନିୟମିତ କରିବା, ମାସିକ ବେତନ ବୃଦ୍ଧି ଆଦି ୧୦ ଦଫା ଦାବି ନେଇ ଆସନ୍ତା ୮ ତାରିଖରୁ କଳାବ୍ୟାଜ୍ ପରିଧାନ କରିବେ ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଦାବି ପୂରଣ ନ ହେଲେ ଆସନ୍ତା ୨୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ […]

author-image
Rakesh Mallick
ଅଦ୍ୟତନ ହୋଇଛି
୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ ଏମ୍ପ୍ଲୋଇଜ୍ ଆସୋସିଏସନ୍

nursiig

ଭୁବନେଶ୍ୱର: ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ ଏମ୍ପ୍ଲୋଇଜ ଆସୋସିଏସନ୍। ନର୍ସିଂ ସେବାରେ ଆରଏସପି ଲାଗୁ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଠିକାନର୍ସଙ୍କୁ ୬ବର୍ଷ ପରେ ନିୟମିତ କରିବା, ମାସିକ ବେତନ ବୃଦ୍ଧି ଆଦି ୧୦ ଦଫା ଦାବି ନେଇ ଆସନ୍ତା ୮ ତାରିଖରୁ କଳାବ୍ୟାଜ୍ ପରିଧାନ କରିବେ ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଦାବି ପୂରଣ ନ ହେଲେ ଆସନ୍ତା ୨୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Advertisment