/odisha-reporter/media/post_attachments/uploads/2016/02/high-court.jpg)
high court
କଟକ: ଜଷ୍ଟିସ୍ ବୀନିତ ଶରଣ ଆସନ୍ତା ୨୬ ତାରିଖରେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ନୂଆ ମୁଖ୍ୟ ବିଚାରପତିଙ୍କୁ ରାଜ୍ୟପାଳ ଏସ୍.ସି ଜମିର ଶପଥ ପାଠ କରାଇବେ।
Advertisment
ଜଷ୍ଟିସ୍ ଶରଣ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଛନ୍ତି। ତା’ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଏଚ୍ ୱାଘେଲାଙ୍କର ବମ୍ବେ ହାଇକୋର୍ଟକୁ ବଦଳି ହେବା ପରେ ଏହି ସ୍ଥାନରେ ଜଷ୍ଟିସ୍ ବୀନିତ ଶରଣଙ୍କୁ ନିଯୁକ୍ତି ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
