ଧାଇଁ ଧାଇଁ ଖର୍ଚ୍ଚାନ୍ତ ଲୋକେ, ହେଉନି କାମ

ଧାଇଁ ଧାଇଁ ଖର୍ଚ୍ଚାନ୍ତ ହେବା ସହ ନୟାନ୍ତ ହେଲେଣି ଲୋକେ। କିଏ ମାସେ କିଏ ଦୁଇ ମାସ । ଏମିତି ଅନେକ ଦିନ ଧରି ବହୁ ଦୂରରୁ କାର୍ଯ୍ୟାଳୟକୁ ଧାଇଁ ଆସୁଛନ୍ତି । କାମ ହେଇଯିବ ବୋଲି । ହେଲେ ଏଯାଏଁ କାମ ହୋଇପାରୁନି ।

Manoj Swain
  • Published: Wednesday, 12 April 2023
  • Updated: 12 April 2023, 04:05 PM IST

Sports

Latest News

ଧାଇଁ ଧାଇଁ ଖର୍ଚ୍ଚାନ୍ତ ହେବା ସହ ନୟାନ୍ତ ହେଲେଣି ଲୋକେ। କିଏ ମାସେ କିଏ ଦୁଇ ମାସ। ଏମିତି ଅନେକ ଦିନ ଧରି ବହୁ ଦୂରରୁ କାର୍ଯ୍ୟାଳୟକୁ ଧାଇଁ ଆସୁଛନ୍ତି। କାମ ହେଇଯିବ ବୋଲି। ହେଲେ ଏଯାଏଁ କାମ ହୋଇପାରୁନି। ସଠିକ୍ ସମୟରେ ମିଳୁନି ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର, ଫଳରେ ନିରାଶ ହେଉଛନ୍ତି ଆବେଦନକାରୀ। ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos