ଅଦ୍ୟତନ ହୋଇଛି
jagannath-temple-puri
Advertisment
ପୁରୀ: ଆଜି ଶ୍ରୀଜିଉଙ୍କ ଦଶାହ ପାଳୁଛନ୍ତି ଦଇତାପତି ସେବାୟତ। ୧୯ ବର୍ଷଧରି ପୂଜା ପାଉଥିବା ବିଗ୍ରହଙ୍କ ପାତାଳି ପରେ ଜ୍ଞାତି ହିସାବରେ ଦଇତାପତି ସେବାୟତମାନେ ଶୁଦ୍ଧ କ୍ରିୟା କରିବାର ବିଧି ରହିଛି। ମାର୍କଣ୍ଡେୟ ପୁଷ୍କରିଣୀରେ ଶୁଦ୍ଧି କ୍ରିୟା କରି ମୁଣ୍ଡନ ପରେ ଶ୍ରୀମନ୍ଦିର ପ୍ରଶାସନ ପ୍ରଦାନ କରିଥିବା ନୂଆବସ୍ତ୍ର ପରିଧାନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସେବାୟତମାନଙ୍କ ଘରେ ମଧ୍ୟ ମହିଳାମାନେ ନଖ କାଟି ଶୁଦ୍ଧ ହେବାର ମଧ୍ୟ ବିଧି ରହିଛି। ପରେ ଦଇତାପତି ସେବାୟତମାନେ ମୁକ୍ତି ମଣ୍ଡପର ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନ କରାଇବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/06/jagannath-temple-puri.jpg)