/odisha-reporter/media/post_attachments/uploads/2016/06/loot-2.jpg)
loot
ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପତ୍ରପୁର ସେବା ସମବାୟ ସମିତି ମିନି ବ୍ୟାଙ୍କରୁ ଗତକାଲି ବିଳମ୍ୱିତ ରାତିରେ ୨ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପାଞ୍ଚ ଜଣ ଦୁର୍ବୃତ୍ତ ବ୍ୟାଙ୍କର ୱାଚ୍ମାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କର୍ ଗ୍ରୀଲ୍ ଏବଂ ଲକ୍ରକୁ ତାଡ଼ି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ମ୍ୟାଙ୍କ ମ୍ୟାନେଜର୍ କହିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
