/odisha-reporter/media/post_attachments/uploads/2016/05/next.jpg)
next
ଭୁବନେଶ୍ୱର: ଭୁବନେଶ୍ୱର ନାଇଜରର ୧୩୦ଟି ସିଟ୍ ପାଇଁ ଆସନ୍ତାକାଲି ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି ସ୍କ୍ରିନିଂ ଟେଷ୍ଟ ବା ‘ନେଷ୍ଟ’ ଅନୁଷ୍ଠିତ ହେବ। । ଏଥିପାଇଁ ଦେଶର ୫୪ଟି ସହରରେ ୧୦୨ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଓଡ଼ିଶାରେ ଭୁବନେଶ୍ୱର ସମେତ ମୋଟ ୮ଟି ସହରରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ନାଇଜରରେ ୪ଟି ବିଭାଗରେ ୫ ବର୍ଷିଆ ଇଣ୍ଟିଗ୍ରଟେଡ୍ ଏମଏସସି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ‘ନେଷ୍ଟ’ ପରୀକ୍ଷା ଦେବେ। ଏଥିପାଇଁ ସାରାଦେଶରୁ ୫୪ ହଜାର ୫୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
