Advertisment

ଚିଟ୍‌ଫଣ୍ଡ୍ ସଂସ୍ଥା ଆସ୍ଥା ସମ୍ପତ୍ତିର ନିଲାମୀ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲ ସମ୍ପତ୍ତିର ନିଲାମୀ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଦିନ ୧୧ଟାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଛତ୍ରପୁର ଓ ଚିଲିକା ତହସିଲରେ ଥିବା ଜମି ଆଜି ନିଲାମୀ କରାଯାଉଛି। ମୋଟ ୩ ଏକର ୫୩୭ ଡେସିମିଲ ଜମି ନିଲାମ କରାଯିବ। ସଂପତ୍ତିର ବେସ୍ ପ୍ରାଇସ୍ ୧ କୋଟି ୪୨ ଲକ୍ଷ ଧାର୍ଯ୍ୟ କରାଯାଇଛି। ଗତକାଲି ଚିଟ୍‌ଫଣ୍ଡ୍‌ ସଂସ୍ଥା ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡ୍‌ର […]

author-image
Rakesh Mallick
ଅଦ୍ୟତନ ହୋଇଛି
ବଲାଙ୍ଗିର: ଲାଞ୍ଚ ନେଇ ଧରାପଡିଲେ ସଇଁତଳା ତହସିଲଦାର ଓ ଅତିରିକ୍ତ ତହସିଲଦାର

chitfund

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲ ସମ୍ପତ୍ତିର ନିଲାମୀ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଦିନ ୧୧ଟାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଛତ୍ରପୁର ଓ ଚିଲିକା ତହସିଲରେ ଥିବା ଜମି ଆଜି ନିଲାମୀ କରାଯାଉଛି। ମୋଟ ୩ ଏକର ୫୩୭ ଡେସିମିଲ ଜମି ନିଲାମ କରାଯିବ। ସଂପତ୍ତିର ବେସ୍ ପ୍ରାଇସ୍ ୧ କୋଟି ୪୨ ଲକ୍ଷ ଧାର୍ଯ୍ୟ କରାଯାଇଛି।

Advertisment

ଗତକାଲି ଚିଟ୍‌ଫଣ୍ଡ୍‌ ସଂସ୍ଥା ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡ୍‌ର ସମ୍ପତ୍ତି ନିଲାମ କରାଯାଇଥିଲା। କିନ୍ତୁ କେହି ବିଡର ଇ-ନିଲାମୀରେ ଭାଗ ନେଇ ନ ଥିଲେ।