‘ରାଜଭବନ ଘେରାଉ କରିବ କଂଗ୍ରେସ’

  • Published: Monday, 20 February 2023
  • , Updated: 20 February 2023, 04:40 PM IST

ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ ବାଟବଣା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଅନ୍ଦୋଳନ କରିବ କଂଗ୍ରେସ। ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ରାଜଭବନ ଘେରାଉ କରିବ କଂଗ୍ରେସ। କଣ କହିଛନ୍ତି ଶୁଣନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ। 

Related story