ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ସାରା ଦେଶରେ ଉତ୍ସବର ମାହୋଲ। ଆଜି ମହାଷ୍ଟମୀ, ଆସନ୍ତାକାଲି ନବମୀ। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି। ଆମ ରାଜ୍ୟରେ ମଧ୍ୟ ପୂଜାର ମାହୋଲ କମ ନାହିଁ। ରାଜଧାନୀ ଭୁବନେଶ୍ୱର ଓ କଟକ୍ ସମେତ ରାଜ୍ୟର ସବୁଠି ପୂଜା ପାଉଛନ୍ତି ମା’। ମା’ଙ୍କ ଅଷ୍ଟମୀ ପୂଜା ସରିବାକୁ ବସିଛି। ଏହି ପୂଜାର ବହୁତ ବିଶେଷତ୍ୱ ରହିଛି। ଆସନ୍ତୁ ଡ. ଚନ୍ଦ୍ରଶେଖର ଦାସଙ୍କ ଠାରୁ ଜାଣିବା ଅଷ୍ଟମୀ ପୂଜାର ବିଶେଷତ୍ୱ ଓ ପୂଜାବିଧି ବିଷୟରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
