/odisha-reporter/media/post_attachments/uploads/2016/05/nandankanan-.jpg)
nandankanan-
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନରେ ନବଜାତ ବାଘ ଶାବକର ମୃତ୍ୟୁ ଘଟିଛି। ଆଜି ସକାଳେ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରେଣୁକା ବିରଳ କଳା ଛୁଆ ଜନ୍ମ ଦେଇଥିଲା। ତେବେ ଜନ୍ମର ୪ ଘଣ୍ଟା ପରେ ଛୁଆର ଗତିବିଧି ଜଣା ନ ପଡ଼ିବାରୁ ତା’ର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ଜନ୍ମ ବେଳେ ଛୁଆର ଓଜନ ସ୍ୱାଭାବିକରୁ ଅଧିକ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
