ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରଟେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହେଲେ ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ପ୍ରଶାନ୍ତ ମହାନ୍ତି । କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପ୍ରଶାନ୍ତଙ୍କୁ ବାଲେଶ୍ୱରରୁ ଆଜି ଗିରଫ କରିଛି । ଗତବର୍ଷ ଏହି ବ୍ରାଞ୍ଚରେ ୧ କୋଟି ୩୯ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା। ପ୍ରଶାନ୍ତ ଏହି ଠକେଇ ମାମଲାରେ ଅଭିଯୁକ୍ତ ଥିଲେ । ପୂର୍ବରୁ ଏହି ମାମଲାରେ ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Health
ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂର, ନିୟମ ସ୍ଥିରୀକୃତ
ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା ପରେ ମାତୃତ୍ଵ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ୱ ଥିଲା । ସେ ସମସ୍ୟା ମଧ୍ୟ ଦୂର ହୋଇ ପାରିଛି।

Politics
ଚିଟଫଣ୍ଡ କାଗଜପତ୍ର ମିଳୁନାହିଁ: ବିଜେପି, ଦୋଷ ଲଦିବା ଛାଡ଼: ବିଜେଡି
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ନିର୍ବାଚନୀ ସଂକଳ୍ପପତ୍ର ଅନୁଯାୟୀ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରାଇବ। କିନ୍ତୁ ପୂର୍ବ ବିଜେଡି ସରକାର ଚିଟଫଣ୍ଡ କାଗଜପତ୍ର ହେରଫେର କରିଛି, ଯାହା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ବ କରୁଛି।

Guest Column
ହୀରାକୁଦ ଜଳଭଣ୍ଡାର ପ୍ରତି ନୂଆ ବିପଦ ସୀସା, ତମ୍ବା ଓ ଦସ୍ତା
ପଚାଶ ଦଶକରେ ମହାନଦୀ ଉପରେ ନିର୍ମିତ ଏସିଆର ବୃହତ ଜଳଭଣ୍ଡାର ହୀରାକୁଦ ପ୍ରତି କିଛି ବର୍ଷ ହେଲା ନୂଆ ବିପଦ ଆସି ଠିଆ ହୋଇଛି। ହୀରାକୁଦ ଜଳଭଣ୍ଡାରର ମାଟି ଓ ପାଣିରେ ଅତ୍ୟଧିକ ମାତ୍ରାରେ ସୀସା ( ଲିଡ), କ୍ରୋମିୟମ, ତମ୍ବା (କପର) ଓ ଦସ୍ତା (ଜିଙ୍କ) ଆଦି ଧାତବ୍ୟ ଦ୍ରବ୍ୟ ରହିଥିବା ୨୦୨୩ ମସିହାରେ ପ୍ରକାଶିତ ପ୍ରବନ୍ଧ ଦାବି କରୁଛି।

Education
ଆସନ୍ତାକାଲି +୨ ରେଜଲ୍ଟ , ଏପଟେ ବଢ଼ିଲା +୩ ନାମଲେଖା ଅବଧି
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ +୨ ରେଜଲ୍ଟ ପରୀକ୍ଷା-୨୦୨୫ର ଫଳାଫଳ ଘୋଷଣାରେ ବିଳମ୍ବ ହେତୁ ଓଡ଼ିଶା ସରକାର ମଙ୍ଗଳବାର ଡିଗ୍ରୀ କଲେଜଗୁଡ଼ିକରେ +୩ ନାମଲେଖା ପାଇଁ ସମୟସୀମା ବୃଦ୍ଧି କରିଛନ୍ତି।

Miscellaneous
କ୍ୟାବିନେଟ୍ ବୈଠକ: ବିଜେଡି ଶୈଳୀରେ ଚାଲିଥିଲା ୧୦ମାସ, ଏବେ ‘ରୁଲସ୍ ଅଫ ବିଜିନେସ’କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
କ୍ୟାବିନେଟ୍ ବୈଠକ ଓ ଏଜେଣ୍ଡା ପ୍ରସ୍ତୁତି ଆଦିକୁ ନେଇ ‘ରୁଲସ୍ ଅଫ ବିଜିନେସ୍’ର ତୃତୀୟ ଖଣ୍ଡରେ ଥିବା ପ୍ରାବଧାନକୁ ପୁଣିଥରେ କଡ଼ାକଡ଼ି ପାଳନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।