mubai
Advertisment
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରଟେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହେଲେ ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ପ୍ରଶାନ୍ତ ମହାନ୍ତି । କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପ୍ରଶାନ୍ତଙ୍କୁ ବାଲେଶ୍ୱରରୁ ଆଜି ଗିରଫ କରିଛି । ଗତବର୍ଷ ଏହି ବ୍ରାଞ୍ଚରେ ୧ କୋଟି ୩୯ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା। ପ୍ରଶାନ୍ତ ଏହି ଠକେଇ ମାମଲାରେ ଅଭିଯୁକ୍ତ ଥିଲେ । ପୂର୍ବରୁ ଏହି ମାମଲାରେ ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us