ଓପିଏସସିଙ୍କ ପରାମର୍ଶ: ଚାକିରି ନାଁରେ ଟଙ୍କା ମାଗିଲେ ଜଣାଅ, କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାକିରି କରାଇ ଦେବା ନାଁରେ ଯଦି କେହି ଟଙ୍କା ଅବା ଲାଂଚ ମାଗୁଛନ୍ତି ତା’ହେଲେ ସେ ସମ୍ପର୍କରେ ଜଣାଇଲେ ସମ୍ପୃକ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ପକ୍ଷରୁ ଏଭଳି ପରାମର୍ଶ ଜାରି ହେବା ସହ ୨ଟି ଫୋନ୍ ନମ୍ବର ଓ ଇ-ମେଲ୍ ଆଇଡି ମଧ୍ୟ ସର୍ବସାଧାରଣଙ୍କ ପାଇଁ ଜାରି ହୋଇଛି । ଓପିଏସସିଙ୍କ ପକ୍ଷରୁ ଜାରି ପରାମର୍ଶ ଅନୁସାରେ ବିଭିନ୍ନ […]

OPSC

OPSC

Ordigital Desk
  • Published: Tuesday, 06 September 2022
  • Updated: 06 September 2022, 09:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାକିରି କରାଇ ଦେବା ନାଁରେ ଯଦି କେହି ଟଙ୍କା ଅବା ଲାଂଚ ମାଗୁଛନ୍ତି ତା’ହେଲେ ସେ ସମ୍ପର୍କରେ ଜଣାଇଲେ ସମ୍ପୃକ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ପକ୍ଷରୁ ଏଭଳି ପରାମର୍ଶ ଜାରି ହେବା ସହ ୨ଟି ଫୋନ୍ ନମ୍ବର ଓ ଇ-ମେଲ୍ ଆଇଡି ମଧ୍ୟ ସର୍ବସାଧାରଣଙ୍କ ପାଇଁ ଜାରି ହୋଇଛି ।

ଓପିଏସସିଙ୍କ ପକ୍ଷରୁ ଜାରି ପରାମର୍ଶ ଅନୁସାରେ ବିଭିନ୍ନ ପଦବୀରେ ଚାକିରି ପାଇଁ ଆବେଦନ କରିଥିବା ଆଶାୟୀ ଯୁବକଯୁବତୀମାନେ ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରି ସେମାନଙ୍କୁ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଉଥିବା ଖଳ ପ୍ରକୃତିର ଲୋକଙ୍କ ପ୍ରଲୋଭନରୁ ଦୂରେଇ ରୁହନ୍ତୁ । କାରଣ ଆୟୋଗଙ୍କ ଦ୍ୱାରା ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ଅତ୍ୟନ୍ତ ସୁଦୃଢ଼, ପାରଦର୍ଶୀ ଓ ଯୋଗ୍ୟତା ଆଧାରିତ । ତଥାପି ଚାକିରି ଆଶାୟୀଙ୍କୁ ଚାକିରି କରାଇ ଦେବା ନିମନ୍ତେ ସେମାନଙ୍କର ବିଶ୍ୱାସଭାଜନ ହେବାକୁ କିଛି ଖଳ ପ୍ରକୃତିର ଲୋକ ପ୍ରୟାସ କରିବା ସହ ଟଙ୍କା ନେବାକୁ ଉଦ୍ୟମ କରୁଛନ୍ତି । ଏଭଳି ଲୋକଙ୍କ ପ୍ରଲୋଭନରୁ ଦୂରେଇ ରହିବାକୁ ଆୟୋଗ ପରାମର୍ଶ ଦେଇଛନ୍ତି ।

ଏହାସହିତ ଏପରି ପ୍ରଲୋଭନ ଦେଉଥିବା ଖଳ ପ୍ରକୃତିର ଲୋକ ଅବା ଅଧିକାରୀଙ୍କ ସମ୍ପର୍କରେ ତୁରନ୍ତ ଆୟୋଗଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଯାହାଫଳରେ ଆୟୋଗଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଚାକିରି ଆଶାୟୀ ଯୁବକଯୁବତୀମାନେ ୦୬୭୧୨୩୦୧୧୦୭/୨୩୦୪୦୯୦ କିମ୍ବା ଓପିଏସସି ଇମେଲରେ ଏନେଇ ନିଜର ଅଭିଯୋଗ କରିପାରିବେ ।

ସୂଚନାଯୋଗ୍ୟ, ରାଜ୍ୟର ହଜାର ହଜାର ଚାକିରି ଆଶାୟୀଙ୍କୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଦଲାଲମାନେ ଲୁଟି ନେଉଛନ୍ତି । ଏବେ ଓଡ଼ିଶା ସଚିବାଳୟ ସେବା ନିମନ୍ତେ ଏଏସଓ ପରୀକ୍ଷା ପ୍ରାୟ ୨ଲକ୍ଷ ଆବେଦନକାରୀ ଦେଇଥିବାରୁ କିଛି ଖଳ ପ୍ରକୃତିର ଲୋକ ଏହି ସୁଯୋଗରେ ଚାକିରି ଆଶାୟୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବାର ଆଶଙ୍କା ରହିଛି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଡ୍ରଗ୍ସ ଇନ୍ସପେକ୍ଟର(ଗ୍ରୁପ-ବି)ର ୪୭ଟି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ଏହି ପଦବୀ ନିମନ୍ତେ ଅନଲାଇନ୍ ଆବେଦନ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story