/odisha-reporter/media/post_attachments/uploads/2016/03/puri-rahagiri-day.jpg)
puri- rahagiri day
ପୁରୀ: ଆଜି ଭୁବନେଶ୍ୱର ଭଳି ପୁରୀରେ ପ୍ରଥମ କରି ରାହାଗିରି ଦିବସ ପାଳନ କରାଯାଇଛି। ଭିଆଇପି ରୋଡର ନେତାଜୀ ସୁବାଷ ବୋଷ ଛକଠାରୁ ପିକେଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଦିବସ ପାଳନ କରାଯାଇଛି। ଏଥିରେ ପୁରୀ ବାସିନ୍ଦା, ପର୍ଯ୍ୟଟକ ଆଦି ଅଂଶ ଗ୍ରହଣ କରିଛନ୍ତି। ରାହାଗିରିରେ ବିଶେଷ କରି ଯୋଗଭ୍ୟାସ, ଖେଳକୁଦ, ଶାରୀରିକ ବ୍ୟାୟମ, ସାଇକେଲ ଚାଳନା, ଲୋକକଳା, ଲଘୁ ସଙ୍ଗୀତ ଆଦି କାର୍ଯ୍ୟକ୍ରମ କରାଯାଇଛି। ପୁରୀରେ ୪ଟି ରବିବାର ରାହାଗିରି ଦିବସ ପାଳନ କରିବାକୁ ବ୍ଲୁପ୍ରିଣ୍ଟ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
