/odisha-reporter/media/post_attachments/uploads/2016/06/accident.jpg)
accident
ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲା ରିଂ ରୋଡ୍ରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଯୁବକମାନେ ବିବାହ ଭୋଜି ଖାଇ ଏକ ବାଇକ୍ରେ ଦେଓଗାଁରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକମାନେ ହେଲେ ରାଉରକେଲା ସେକ୍ଟର ୨୦ର ମଣ୍ଟୁ ବଡ଼ାଇ, ଲଠିକଟାର ସଞ୍ଜୟ ବଡ଼ାଇ ଓ ବିଶ୍ରା ଅଞ୍ଚଳର ଅଶୋକ ବଡ଼ାଇ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
