Advertisment

ଅଢ଼େଇ କୋଟି ଧରି ପୁଅ ଛୁ, ବନ୍ଧାପଡ଼ିଛି ବାପା

୩ ମାସରେ ଟଙ୍କା ଡବଲ ହେବ କହି ୫ କି ୧୦ ଲକ୍ଷ ନୁହେଁ ପ୍ରାୟ ୨.୫କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ବିଭିନ୍ନ ଲୋକଙ୍କଠାରୁ ବଡ଼ ଧରଣର ଠକେଇ ହୋଇଥିବାର ଅଭିଯୋଗ ହୋଇଛି। ଠକେଇ କରିଥିବା ଯୁବକ ହେଉଛନ୍ତି ଆଳି ଥାନା ଅନ୍ତର୍ଗତ ବାଲିସାହି ଗାଁର ଶଶିକାନ୍ତ ଗୋଛାୟତ।

Odisha Crime Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe