ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ଚାର୍ଜିତ ଫାଶ, ପଡ଼ିଗଲା ଦନ୍ତା

ଗତକାଲି ରାତିରେ ଦନ୍ତାଟି ଖାଦ୍ୟ ଅନ୍ୱେଷଣରେ ଆସି ସେହି ବିଦ୍ୟୁତ ଚାର୍ଜିତ ଫାଶରେ ଫଶି ଯାଇଥିଲା।

Elephant PhotoOR

ହାତୀଟି ମରିପଡ଼ିଛି

Tapaswini Nayak
  • Published: Tuesday, 11 April 2023
  • Updated: 11 April 2023, 10:04 AM IST

Sports

Latest News

ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତାଟି ଏହା ଜାଣି ପାରି ନଥିଲା। ଶିକାରୀ ବିଦ୍ୟୁତ ଚାର୍ଜିତ ଫାଶ ସଂସ୍ପର୍ଶରେ ଆସି ଯାଇଥିଲା। ଘଟଣାସ୍ଥଳରେ ଆଖି ବୁଜିଥିଲା। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ମହଦା ଗାଁ ନିକଟରେ।

ମହଦା ଗାଁ ନିକଟ ଜଙ୍ଗଲରେରେ ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବିଛାଇଥିଲା। ଗତକାଲି ରାତିରେ ଦନ୍ତାଟି ଖାଦ୍ୟ ଅନ୍ୱେଷଣରେ ଆସି ସେହି ବିଦ୍ୟୁତ ଚାର୍ଜିତ ଫାଶରେ ଫଶି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା।

Also Read

ଆଜି ସ୍ଥାନୀୟ ଲୋକ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ କାଟି ହାତୀଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ ହାତୀର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story