Advertisment

ଜମି ଠକେଇ ମାମଲା: ସୁର ବାବା ଓ ତାଙ୍କ ପୁଅ ତ୍ରିଲୋଚନଙ୍କ ଜାମିନ ଖାରଜ

କଟକ: ସୁର ମିଶ୍ର ଓରଫ ସୁର ବାବା ଓ ତାଙ୍କ ପୁଅ ତ୍ରିଲୋଚନ ମିଶ୍ରଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ଜମି ଠକେଇ ମାମଲାରେ ଉଭୟଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଲୋକଙ୍କ ଧାର୍ମିକ ଭାବନା ସହିତ ଅଭିଯୁକ୍ତ ମାନେ ଖେଳିଛନ୍ତି ଏବଂ ବ୍ୟାପକ ପରିମାଣର ଅର୍ଥ ଜମା କରିଛନ୍ତି। ତଦନ୍ତ ଏବେ ଜାରି ରହିଛି ଏବଂ ଏଭଳି ପରିସ୍ଥିତିରେ ଉଭୟଙ୍କୁ ଜାମିନ ଦିଆଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜମି ଠକେଇ ମାମଲା: ସୁର ବାବା ଓ ତାଙ୍କ ପୁଅ ତ୍ରିଲୋଚନଙ୍କ ଜାମିନ ଖାରଜ

surababa1

କଟକ: ସୁର ମିଶ୍ର ଓରଫ ସୁର ବାବା ଓ ତାଙ୍କ ପୁଅ ତ୍ରିଲୋଚନ ମିଶ୍ରଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ଜମି ଠକେଇ ମାମଲାରେ ଉଭୟଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଲୋକଙ୍କ ଧାର୍ମିକ ଭାବନା ସହିତ ଅଭିଯୁକ୍ତ ମାନେ ଖେଳିଛନ୍ତି ଏବଂ ବ୍ୟାପକ ପରିମାଣର ଅର୍ଥ ଜମା କରିଛନ୍ତି। ତଦନ୍ତ ଏବେ ଜାରି ରହିଛି ଏବଂ ଏଭଳି ପରିସ୍ଥିତିରେ ଉଭୟଙ୍କୁ ଜାମିନ ଦିଆଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ହାଇକୋର୍ଟ କହିଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ବହୁମୁଲ୍ୟ ଜମିକୁ ଚଞ୍ଚକତା କରି ହାତେଇ ନେଇଥିବା ଅଭିଯୋଗରେ ପୋଲିସ୍ ଉଭୟଙ୍କୁ ଗିରଫ କରିଥିଲା।