ବାର ମାଲିକ କହୁଛନ୍ତି ଦାଦାଙ୍କୁ ଖୁସି କରିବାକୁ। ନକଲାରୁ ମୋ ଚୁଟି ଧରି ଘୋଷାଡ଼ି ଦେଲେ। ମୋତେ କହିଲେ, ଅଖାରେ ପୂରାଇ ଫୋପାଡ଼ିଦେବି। ୫୦ ହଜାର ବାକି ରଖିଛନ୍ତି। ଦାଦାଙ୍କୁ ଖୁସି କଲେ ପାଉଣା ମିଳିବ କହୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।