ଘରେ ଥାକ ମାରି ରଖିଥିଲେ ନାଗସାପ

  • Published: Thursday, 17 August 2023
  • , Updated: 17 August 2023, 11:16 AM IST

ଜୁଆଡ଼େ ଦେଖିବ କେବଳ ଥାକରେ ସାପଙ୍କୁ ରଖାଯାଇଛି। ଏକ ସ୍ୱତନ୍ତ୍ର ପ୍ଲାଷ୍ଟିକ ପେଡ଼ି ଭିତରେ ବିଷଧର ସାପଙ୍କୁ ପୂରାଇ ଥାକ ମରାଯାଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବନଖଣ୍ଡ ବାଲିଆପାଳ ପଞ୍ଚୁପାଲିରେ। ଜଣେ ବ୍ୟକ୍ତିଙ୍କ ଘରୁ ବାହାରିଛି ୨୬ଟି ସାପ ପେଡ଼ି। ଆଉ ସେହି ପେଡ଼ି ଭିତରେ ଗର୍ଜନ କରୁଛନ୍ତି ବିଷଧର ସାପ। 

Related story