ମୁଖ୍ୟମନ୍ତ୍ରୀଙ୍କୁ ସମୟ ନାହିଁ, ୧୨ ବର୍ଷ ହେଲା ବସିନି ରାଜ୍ୟ ଯୋଜନା ବୋର୍ଡ ବୈଠକ

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ/ମାୟାଧର/ ସ୍ୱାତୀ): ୧୨ ବର୍ଷ ହେଲା ବସିଲାନି ରାଜ୍ୟ ଯୋଜନା ବୋର୍ଡ ବୈଠକ। ୧୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କୁ ବୈଠକ ପାଇଁ ମଳିଲାନି ସମୟ। ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଆରଟିଆଇରୁ ଖୋଲିଲା ସରକାର ଚାଲିବାର ରହସ୍ୟ। ବାର୍ଷିକ/ପଂଚବାର୍ଷକ ଯୋଜନା କରିଥାଏ ଯୋଜନା ବୋର୍ଡ। ରାଜ୍ୟ ଓ ଜିଲ୍ଲାଗୁଡ଼ିକର ଯୋଜନାର ସମୀକ୍ଷା କରିଥାଏ ବୋର୍ଡ। କିଭଳି ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବତାଇଥାଏ ବୋର୍ଡ। ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ […]

CM

CM

Ordigital Desk
  • Published: Monday, 05 September 2022
  • Updated: 05 September 2022, 04:34 PM IST

Sports

Latest News

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ/ମାୟାଧର/ ସ୍ୱାତୀ): ୧୨ ବର୍ଷ ହେଲା ବସିଲାନି ରାଜ୍ୟ ଯୋଜନା ବୋର୍ଡ ବୈଠକ। ୧୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କୁ ବୈଠକ ପାଇଁ ମଳିଲାନି ସମୟ। ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଆରଟିଆଇରୁ ଖୋଲିଲା ସରକାର ଚାଲିବାର ରହସ୍ୟ। ବାର୍ଷିକ/ପଂଚବାର୍ଷକ ଯୋଜନା କରିଥାଏ ଯୋଜନା ବୋର୍ଡ। ରାଜ୍ୟ ଓ ଜିଲ୍ଲାଗୁଡ଼ିକର ଯୋଜନାର ସମୀକ୍ଷା କରିଥାଏ ବୋର୍ଡ। କିଭଳି ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବତାଇଥାଏ ବୋର୍ଡ।

ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ଜିଲ୍ଲା ସ୍ତରରେ ବର୍ଷକ ପାଇଁ ତିଆରି ହୋଇଥିବା ସ୍ୱଳ୍ପକାଳୀନ ଯୋଜନା ଓ ତାର ପ୍ରଣୟନର ସମୀକ୍ଷା କରିନାହାନ୍ତି। ସେହିଭଳି ୫ ବର୍ଷ ପାଇଁ ତିଆରି ହେଉଥିବା ଦୀର୍ଘକାଳୀନ ଯୋଜନା ଓ ତାର ପ୍ରଣୟନର ସମୀକ୍ଷା କରିନାହାନ୍ତି। ସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କୁ ମିଳିଥିବା ସରକାରୀ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଶେଷରେ ଚଳିତ ବର୍ଷ ଜୁନ୍ ୫ ତାରିଖରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦକୁ ବାତିଲ କରିଦିଆଯିବା ପରେ କ୍ୟାବିନେଟ ପାହ୍ୟାରେ ବୋର୍ଡର ଉପାଧ୍ୟକ୍ଷ ଥିବା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ କାର୍ଯ୍ୟକାଳ ମଧ୍ୟ ସରିଯାଇଛି।

ଏନେଇ ପୂର୍ବତନ ଯୋଜନା ବୋର୍ଡ ସଦସ୍ୟ ଜଗଦାନନ୍ଦ କହିଛନ୍ତି- ମୁଁ ଯୋଜନା ବୋର୍ଡ ସଦସ୍ୟ ଥିବାବେଳେ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପାଇଁ ସଦସ୍ୟମାନେ ବିଭିନ୍ନ ପ୍ରସ୍ତାବ ଦେଉଥିଲୁ। ଯୋଜନା ବୋର୍ଡର ନିୟମିତ ବୈଠକ ହେବା ଉଚିତ। ଏମିତିକି ସେମାନଙ୍କ ପାଇଁ ଏକ ଛୋଟ ସେକ୍ରେଟାରିଏଟ ରହିଲେ ଯୋଜନା ବୋର୍ଡ ସକ୍ରିୟ ରହିପାରିବ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗତ ତିନିଟି ଆର୍ଥିକ ବର୍ଷରେ ସାଧାରଣ ବଜେଟ ଓ ଅତିରିକ୍ତ ବଜେଟ ଜରିଆରେ ରାଜ୍ୟ ପାଇଁ ଯେଉଁ ବଜେଟ ଧାର୍ଯ୍ୟ କରାଯାଇଥିଲା ସେଥିରୁ ବର୍ଷ ଶେଷକୁ ଯଥାକ୍ରମେ ୧୭%, ୨୧% ଓ ୨୦% ଅର୍ଥ ଖର୍ଚ୍ଚ ହୋଇପାରିନାହିଁ। ଜୁଲାଇ ୪ ତାରିଖରେ ବିଧାନସଭାରେ ଏହି ତଥ୍ୟକୁ ସ୍ୱୀକାର କରିଛନ୍ତି ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ।

୨୦୧୯-୨୦ରେ ସାଧାରଣ ବଜେଟ ଓ ଅତିରିକ୍ତ ବଜେଟରେ ମୋଟ ୧ ଲକ୍ଷ ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ପ୍ରକୃତରେ ତା’ଠାରୁ ପ୍ରାୟ ୨୬ ହଜାର କୋଟି ଟଙ୍କା କମ ଖର୍ଚ୍ଚ ହୋଇଥିଲା। ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୧ ଲକ୍ଷ ୬୨ ହଜାର କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ପ୍ରାୟ ୩୪ ହଜାର କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା। ଶେଷକୁ ୨୦୨୧-୨୨ ବର୍ଷରେ ୧ ଲକ୍ଷ ୯୩ ହଜାର କୋଟି ଟଙ୍କାର ବଜେଟ କରାଯାଇଥିବା ବେଳେ ପ୍ରାୟ ୩୮ ହଜାର କୋଟି ଟଙ୍କା କମ ଖର୍ଚ୍ଚ ହୋଇଥିଲା।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ଗ୍ରାସରୁଟ୍ ଫିଡ୍ ବ୍ୟାକ୍ ଜିରୋ। ଯୋଜନା ନିର୍ଦ୍ଦିଷ୍ଟ ଲୋକଙ୍କ ପାଖରେ କିଭଳି ପହଞ୍ଚିବ ତାହା ବୋର୍ଡ ଦେଖିବା ଉଚିତ। ଯୋଜନା ବୋର୍ଡର ଚେୟାରମ୍ୟାନ୍ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଯଦି ୧୨ ବର୍ଷ ଧରି ବୈଠକ ହେଉନି, ତେବେ ଏମାନେ ଜାଣିବେ କ’ଣ? ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଯୋଜନା ବୋର୍ଡ ନାହିଁ। ମିଟିଂ ନାହିଁ। କାମ ହେଲା କି ନାହିଁ ଏମାନେ ଜାଣିବେ କେମିତି?

ରାଜ୍ୟ ଯୋଜନା ବୋର୍ଡ ବ୍ୟତୀତ ଜିଲ୍ଲା ଯୋଜନା କମିଟିରେ ୧୭ ଜଣ ମନ୍ତ୍ରୀ ଓ ୧୨ ବିଧାୟକ ଅଧ୍ୟକ୍ଷ ଅଛନ୍ତି। ଏମାନେ ପ୍ରସ୍ତୁତ କରୁଥିବା ବାର୍ଷିକ ଓ ପଂଚବାର୍ଷିକ ଯୋଜନା କେତେ ସଫଳ ହେଲା ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର କୌଣସି ଆଗ୍ରହ ଥିବା ମନେ ହେଉନାହିଁ। ରାଜ୍ୟର ବେକାରୀ ହାର ଜାତୀୟ ସ୍ତରଠାରୁ ଆଗରେ ରହିଛି। ୨୦୨୧-୨୨ରେ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ଓଡ଼ିଶା ଆର୍ଥକ ସର୍ଭେ ରିପୋର୍ଟରେ ବି ଏକଥା ସ୍ୱୀକାର କରାଯାଇଛି। ସର୍ବଭାରତୀୟ ସ୍ତରରେ ବେକାରୀ ହାର ୪.୮% ଥିବାବେଳେ ଓଡ଼ିଶାରେ ବେକାରୀ ହାର ୬.୨୫ ରହିଛି।

ଏନେଇ ଆମେ ଯୋଜନା ଓ ସଂଯୋଜନ ରାଷ୍ଟ୍ର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ। ସେ କହିଥିଲେ ସମସ୍ତ ତଥ୍ୟ ସଂଗ୍ରହ ପରେ ଯାଇ ଯାହା ପ୍ରତିକ୍ରିୟା ଦେଇପାରିବି।

https://youtu.be/owX7fNZYkmg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story