ଆଜି ଓଡ଼ିଶା ଆସୁଛନ୍ତି AICC ସଭାପତି ମଲିକାର୍ଜୁନ ଖଡ଼ଗେ। କନ୍ଧମାଳ ଗସ୍ତରେ ଆସି କଂଗ୍ରେସ ମହାସମାବେଶରେ ଯୋଗଦେବେ।
ଅପରାହ୍ନରେ ମଲିକାର୍ଜୁନ ଖଡ଼ଗେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ କରୋନେସନ ପଡ଼ିଆରେ ଆୟୋଜିତ କଂଗ୍ରେସ ମହାସମାବେଶରେ ଯୋଗ ଦେବେ। ସେଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା ସୂଚନା ଦେଇଛନ୍ତି।
Also Read
ମଲିକାର୍ଜୁନ ଖଡ଼ଗେଙ୍କ ସହ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ପ୍ରମୁଖ ସମାବେଶରେ ଯୋଗ ଦେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ନବୀନ ନବମ ଥର ସଭାପତି: ‘ରାଜ୍ୟ କାର୍ଯ୍ୟକାରିଣୀ’କୁ ନେଇ ସସପେନ୍ସ, ପୁରୁଖାଙ୍କୁ ଡାକିଲେନି
ବିଜେଡି ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ନବମଥର ପାଇଁ ଦଳର ସଭାପତି ମନୋନୀତ ହୋଇଛନ୍ତି। ଶଙ୍ଖଭବନରେ ଦଳର ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନଙ୍କ ଉପସ୍ଥିତିରେ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସଭାପତି ଭାବେ ନବୀନଙ୍କ ନାମ ଘୋଷଣା କରିଛନ୍ତି ।

Politics
ନିକୁଞ୍ଜ ଧଳଙ୍କୁ ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଉପରେ ମାମଲାତି: କେନ୍ଦ୍ରକୁ ବିଦା, ଜୁଲାଇରେ ଯିବେ
ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବିଜେପି ସରକାର ଗଠନ ହେବାପରେ ୧୯୯୩ ବ୍ୟାଚ୍ ଆଇଏଏସ୍ ଶ୍ରୀ ଧଳଙ୍କୁ ୨୦୨୪ ଜୁଲାଇ ପହିଲାରୁ ‘ମୁଖ୍ୟମନ୍ତ୍ରୀଙ୍କ ସଚିବ’ ଭାବେ ଅବସ୍ଥାପିତ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ଧଳଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Politics
୩ ବର୍ଷରେ ସରିବ ୩ ଲକ୍ଷ କୋଟି ଟଙ୍କାର ରାଜମାର୍ଗ ପ୍ରକଳ୍ପ, ଆମେରିକା ଭଳି ହେବ ଓଡ଼ିଶାର ରାସ୍ତା
କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଗୁରୁବାର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାରେ ୪୧୩୭କୋଟି ଟଙ୍କାର ୧୫୪କିମି ଲମ୍ବ ବିଶିଷ୍ଟ ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ।

Politics
ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ସାଇବର ଥାନା ସଂଖ୍ୟା ୩୪କୁ ବୃଦ୍ଧି, ଟ୍ରାଫିକ୍ ପାଇଁ ସ୍ୱତନ୍ତ୍ର ୱିଙ୍ଗ୍
ରାଜ୍ୟରେ ୧୪ଟି ସାଇବର ଥାନା କାର୍ଯ୍ୟ କରୁଥିବାବେଳେ ଅଧିକ ୨୦ଟି ସାଇବର ଥାନା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Politics
ବିଜେଡି ଅଡ଼ୁଆ: ୧୮ ଜିଲ୍ଲାର ସଭାପତି ଘୋଷଣା,୧୫ ଜିଲ୍ଲାରେ ମୁହାଁମୁହିଁ ସ୍ଥିତି
ଦଳର ମୋଟ ୩୩ଟି ସାଂଗଠନିକ ଜିଲ୍ଲା ଥିବାବେଳେ ମଙ୍ଗଳବାର ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ମାତ୍ର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ।