ନବୀନ ବାବୁ ବୁଲିଲେନି, ବିଜେଡି ମୂରବୀଶୂନ୍ୟ ହୋଇଗଲା, ଦଳର ଶୋଚନୀୟ ପରାଜୟ ହେଲା। ବିଜେଡିରେ ଥାଇ ନେତା ବିଜେପି ପାଇଁ କାମ କଲେ, ଲାଗିପଡ଼ି ହରାଇଦେଲେ। ଗଞ୍ଜାମ ଜିଲ୍ଲାରେ 13ଟି ଆସନରୁ 11ଟି ପୋଛି ନେଇଗଲା ବିଜେପି । ବିଜେଡିର ରଣନୀତି ଫେଲ ମାରିଲା। ନେତା ଭାବିଥିଲେ ନବୀନଙ୍କ ବିନା ଆମେ ଜିତିଯିବୁ, ଶେଷରେ ଫଳାଫଳ ଏମିତି ହେଲା। ଏମିତି ବିଜେଡିର ଅନେକ ଭିତିରି କଥା କହିଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ନାଁ ନେଇ ବର୍ଷିଛନ୍ତି ହର ଓ ରଞ୍ଜିତାଙ୍କ ଉପରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆଜି OUAT ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ।
Politics
ଗୁଳିକାଣ୍ଡ ପଛରେ 'ଷଡ଼ଯନ୍ତ୍ର' ଥିବା କହିଲେ କେଜ୍ରିୱାଲ, ବର୍ଷିଲା ବିଜେପି
ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ତେଜିଲା ରାଜନୀତି। ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହାଁମୁହିଁ ଆମ୍ ଆଦମୀ ପାର୍ଟି ଓ ବିଜେପି।
Politics
ଖାଲି ପାଇପ ବିଛାଇ ପଳାଇଛନ୍ତି ଠିକାଦାର
ଯେଉଁ ଠିକାଦାରଙ୍କ ସହିତ ବିଜେଡି ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ, ସେଥିରୁ ୫୮ ପ୍ରତିଶତ ଟଙ୍କା ଉଠାଇ ପଳାଇଛନ୍ତି।
Politics
ରାହୁଲଙ୍କ ସମ୍ଭଲ ଯାତ୍ରା ଅସଫଳ ହେବା ପରେ ତେଜିଲା ରାଜନୀତି
ବିଜେପି ଓ ଆରଏସଏସ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି କହିଲେ ଖଡଗେ। ଆରଜି କର ମାମଲାରେ କୋଲକାତା କାହିଁ ଗଲେନି ପଚାରିଲା ବିଜେପି।
Politics
କିଏ ଏହି ମହିଳା? କାହିଁକି ରହୁଛନ୍ତି ରାଷ୍ଟ୍ରପତିଙ୍କ ପାଖେ ପାଖେ?
ରାଷ୍ଟ୍ରପତିଙ୍କ ସୁରକ୍ଷା ଟିମ୍ରେ ଥିବା ଲେଡି ଅଧିକାରୀଙ୍କୁ ନେଇ ଚର୍ଚ୍ଚା।