Advertisment

ନବୀନ ବାବୁ ବୁଲିଲେନି, ବିଜେଡି ମୂରବୀଶୂନ୍ୟ ହୋଇଗଲା, ଦଳର ଶୋଚନୀୟ ପରାଜୟ ହେଲା

ବିଜେଡିର ଅନେକ ଭିତିରି କଥା କହିଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ।

Advertisment

ନବୀନ ବାବୁ ବୁଲିଲେନି, ବିଜେଡି ମୂରବୀଶୂନ୍ୟ ହୋଇଗଲା, ଦଳର ଶୋଚନୀୟ ପରାଜୟ ହେଲା। ବିଜେଡିରେ ଥାଇ ନେତା ବିଜେପି ପାଇଁ କାମ କଲେ, ଲାଗିପଡ଼ି ହରାଇଦେଲେ। ଗଞ୍ଜାମ ଜିଲ୍ଲାରେ 13ଟି ଆସନରୁ 11ଟି ପୋଛି ନେଇଗଲା ବିଜେପି । ବିଜେଡିର ରଣନୀତି ଫେଲ ମାରିଲା। ନେତା ଭାବିଥିଲେ ନବୀନଙ୍କ ବିନା ଆମେ ଜିତିଯିବୁ, ଶେଷରେ ଫଳାଫଳ ଏମିତି ହେଲା। ଏମିତି ବିଜେଡିର ଅନେକ ଭିତିରି କଥା କହିଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ନାଁ ନେଇ ବର୍ଷିଛନ୍ତି ହର ଓ ରଞ୍ଜିତାଙ୍କ ଉପରେ।  

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe