ବ୍ରହ୍ମପୁରରେ ହେବ ବିଗ୍ ଫାଇଟ; ପ୍ରଦୀପ ପାଣିଗ୍ରାହୀଙ୍କ ସହ ଲଢ଼ିବେ ଭୃଗୁ ବକ୍ସିପାତ୍ର

  • Published: Thursday, 04 April 2024
  • , Updated: 04 April 2024, 12:52 PM IST

ବିଜେଡିର ବଡ଼ ଅଜବ ନୀତି, ମାଟିର ପିଲା ଶେଖରଙ୍କୁ ବସାଇ ଭୃଗୁଙ୍କୁ ଟିକେଟ୍ ଦେଲା ଦଳ । ଗତଥର ଚନ୍ଦ୍ରଶେଖର ସାହୁଙ୍କ ସହ ଲଢ଼ି ହାରିଯାଇଥିଲେ ଭୃଗୁ ବକ୍ସିପାତ୍ର । ଏଥର ଆସିଲେ ବିଜେଡିକୁ ଆଉ କେଇ ଘଣ୍ଟା ମଧ୍ୟରେ ହୋଇଗଲେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ । ହେଲେ ବର୍ଷ ବର୍ଷ ଧରି ବିଜେଡି ପାଇଁ ଖଟିଥିବା ନେତା ଖୁସି ନା ନିରାଶ ତାହା ସମୟ କହିବ। ଟିକେଟ ବଦଳରେ ଦଳ ଶେଖରଙ୍କୁ ମେନିଫେଷ୍ଟୋ କମିଟିର ମୁଖ୍ୟ କରିଛି। ବିଜେପିରୁ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଲଢ଼ିବେ ବିଜେଡିର ଭୃଗୁ ବକ୍ସିପାତ୍ର । ଦେଖନ୍ତୁ ପୂରା ରିପୋର୍ଟ। 

Related story