ବିଜେଡିର 50 ଜଣିଆ ତାଲିକାରେ ବିଭିନ୍ନ ନେତାଙ୍କୁ ବିଭାଗ ବଣ୍ଟନ ପରେ ଏବେ ସମସ୍ତଙ୍କ ମୁହଁରେ ସମାନ ପ୍ରଶ୍ନ, ଏମାନେ କରିବେ କଣ ? ସତରେ କଣ ଗଠନମୂଳକ ଭାବରେ ବିରୋଧ କରିବେ ନା ଏହା ପଛରେ ରହିଛି କିଛି ଭିନ୍ନ ଉଦ୍ଦେଶ୍ୟ। ଏହି ତାଲିକା କଣ କେବଳ ବିଧାନସଭା ଅଧିବେସନ ପାଇଁ ନା ସବୁ ସମୟ ପାଇଁ ? ଦେଖନ୍ତୁ ଏହାକୁ ନେଇ କଣ କହୁଛନ୍ତି ରାଜନୈତିକ ସମୀକ୍ଷକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମହିଳାଙ୍କ ପାଇଁ ସଂରକ୍ଷଣ ପରେ ଏବେ ମାଗଣା ବିଜୁଳି କାର୍ଡ ଖେଳିଲେ ନୀତୀଶ କୁମାର
ଆସନ୍ତା ଅଗଷ୍ଟ ୧ ତାରିଖରୁ ରାଜ୍ୟ ସରକାର ବିହାରବାସୀଙ୍କୁ ୧୨୫ ଯାଏ ମାଗଣା ବିଜୁଳି ଦେବେ ବୋଲି ନୀତୀଶ କୁମାର ଆଜି ସମସ୍ତଙ୍କୁ ଜଣାଇଛନ୍ତି। ମାଗଣା ବିଜୁଳି ଦ୍ୱାରା ରାଜ୍ୟର ୧.୬୭ କୋଟି ପରିବାର ଲାଭବାନ ହେବେ।

Politics
ଆସନ୍ତାକାଲି ୧୨ଘଣ୍ଟିଆ ‘ଓଡ଼ିଶା ବନ୍ଦ’: ସଂସଦ ଘେରିବ କଂଗ୍ରେସ, ନୈତିକ ସମର୍ଥନ ଦେଲା ବିଜେଡି
ପିସିସି ଅଧ୍ୟକ୍ଷ ଭକ୍ତ ଦାସ ବୁଧବାର ଗଣମାଧ୍ୟମ ଜରିଆରେ ଆସନ୍ତାକାଲି ବନ୍ଦ ପାଳନ ନିମନ୍ତେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ବନ୍ଦକୁ କଂଗ୍ରେସ ସମେତ ୮ଟି ରାଜନୀତିକ ଦଳ ଓ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି ।

Politics
ବିଜେଡିର ସଚିବାଳୟ ଘେରାଉ ଉଦ୍ୟମ: ବବି-ଡାନି-ସୁଲତା ସତରେ ଆହତ ନା ରାଜନୀତିକ ନାଟକବାଜି
ବିଜେଡିର ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମବେଳେ ପୁଲିସର ରବର ବୁଲେଟ୍ ମାଡ଼ରେ ଆହତ ହୋଇ ହସ୍ପିଟାଲରେ ବବି,ଡାନି ଓ ସୁଲତା ଚିକିତ୍ସିତ ହେଉଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Politics
ଢୁଢୁ ବର୍ଷାରେ କାହିଁକି ରାଲି କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ?
ଭୋଟର ତାଲିକାରେ ନାଁ ନଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରି ଦିଆଯାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

Politics
କାହା ପାଇଁ ହାରିଗଲେ ଏଫ୍ଏମ୍ କଲେଜ ଛାତ୍ରୀ, ସାଙ୍ଗ କଲେ ଏମିତି ଦାବି
‘ଆମ ସାଙ୍ଗ ନିଜେ ମିଡିଆ ସମ୍ମୁଖରେ କାନ୍ଦି ପକାଇଥିଲେ। ସେ ସେମିତି ନୁହନ୍ତି ବୋଲି କହିଥିଲେ। ତାଙ୍କ ଲୁହ ଯେଉଁଠି ସେମାନଙ୍କୁ ବୁଝାଇପାରିଲା ନାହିଁ, ସେମାନଙ୍କୁ ଆମେ କ’ଣ ବୁଝାଇଥାଆନ୍ତୁ।’